Education: ନବରଙ୍ଗପୁରକୁ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ଏବଂ ଶ୍ରେଷ୍ଠ ଡିଇଓ ଭାବେ ଚୟନ

Sep 02, 2026 - 01:23
Education: ନବରଙ୍ଗପୁରକୁ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ଏବଂ ଶ୍ରେଷ୍ଠ ଡିଇଓ ଭାବେ ଚୟନ

"ନବରଙ୍ଗପୁର (ସୁରେଶ ନାଇଡୁ): ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ନବରଙ୍ଗପୁରକୁ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ଏବଂ ଶ୍ରେଷ୍ଠ ଜିଲ୍ଲାଶିକ୍ଷାଅଧିକାରୀ (ଡିଇଓ) ଭାବରେ ଛତ୍ରପତି ସାହୁଙ୍କୁ ପୁରସ୍କୃତ କରାଯିବ।

ଏହା ଆସନ୍ତା ୫ତାରିଖ ସେପ୍ଟେମ୍ବରରେ ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସମ୍ମାନିତ କରିବେ।

Advertisment ଦୁଇଟି ପୁରସ୍କାର ଜିଲ୍ଲାକୁ ମିଳୁଥିବାରୁ ବୁଦ୍ଦିଜୀବୀ ମହଲରେ ପ୍ରଶାଂସା କରାଯାଇଛି।

ଜିଲ୍ଲାପାଳଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ସକ୍ଷମ ମାର୍ଗଦର୍ଶନ ଏବଂ ଅଟଳ ସମର୍ଥନ ପାଇଁ ଏହି ପୁରସ୍କାର ମିଳିଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାହୁ କହିଛନ୍ତି।

ଜିଲ୍ଲାପାଳ ମଧ୍ୟ ଡିଇଓ, ଏଡିଇଓ, ବିଇଓ, ଏବିଇଓ, ସିଆରସିସି ଓ ସମସ୍ତ ପ୍ରଧାନଶିକ୍ଷକ, ଶିକ୍ଷକ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)