Death: ରେଳ ଇଞ୍ଜିନ ଧକ୍କାରେ ଯୁବକଙ୍କ ମୃତ୍ୟୁ
"ସୋନପୁର: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ସୁବର୍ଣ୍ଣପୁର ଜିଲ୍ଲା ନରସିଂହଗଡ଼ ରେଳ ଷ୍ଟେସନ ନିକଟରେ ରେଳ ଇଞ୍ଜିନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।
ଯୁବକ ଜଣକ ନିକଟବର୍ତ୍ତୀ ଖମ୍ବେଶ୍ୱରୀପାଲି ସାହିଲ ଖାନ ବୋଲି ଜଣା ଯାଇଛି।
ରେଳ ଇଞ୍ଜିନଟି ବଲାଙ୍ଗୀରରୁ ସୋନପୁର ଅଭିମୁଖେ ଯାଉଥିଲା।
ଯୁବକ ଜଣକ ରେଳ ଧାରଣା ଅତିକ୍ରମ କରିବା ବେଳେ ଧକ୍କା ହୋଇଛି ।Advertisment ରେଳବାଇ ପୁଲିସ ତଦନ୍ତ ଆରମ୍ଭ କରୁଛି ସୂଚନା ପାଇ ରେଳବାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।
ସୋନପୁର ଅଗ୍ନିଶମ ବିଭାଗ ଶବର ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବାକୁ ଯାଇଛି The Dacoits: ପୁଲିସ ଓ ଡକାୟତ ଦଳ ମୁହାଁମୁହିଁ, ଅସ୍ତ୍ରଶସ୍ତ୍ର ଧରି ଜଙ୍ଗଲକୁ ଚାଲିଗଲେ ଡକାୟତ ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
