Death: ମେଡିକାଲ ନେବା ବାଟରେ ୧୦୮ ଆମ୍ବୁଲାନ୍ସ ଖରାପ, ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

Sep 11, 2026 - 13:25
Death: ମେଡିକାଲ ନେବା ବାଟରେ ୧୦୮ ଆମ୍ବୁଲାନ୍ସ ଖରାପ, ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

"ଖଇରା: ମେଡିକାଲ ନେବା ରାସ୍ତାରେ ୧୦୮ଆମ୍ବୁଲାନ୍ସ ଖରାପ ହେବାରୁ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଥିବା ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ।

ବାଲେଶ୍ୱର ଜିଲ୍ଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ଅଧିନ ତୁରାଣୀପଦା ଗାଁର ବୃଦ୍ଧ ଭାଗବତ ସାହୁ ଆଜି ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଥିବାବେଳେ ତାଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା।Advertisment ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଅଟକି ଥିଲା ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ଧୋବାଗଢିଆ-ରାଣୀତାଳ ରାସ୍ତାର ଜଳଙ୍ଗ ଛକ ନିକଟରେ ଆମ୍ବୁଲାନ୍ସଟି ଖରାପ ହେବାରୁ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଅଟକି ଥିଲା।

ଫଳରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

VIMSAR: ୪.୨ ଫୁଟ୍‌ ଉଚ୍ଚତା, ସ୍ୱପ୍ନ କିନ୍ତୁ ଆକାଶଛୁଆଁ: ଭିମ୍‌ସାର୍‌ରେ ଡାକ୍ତରୀ ପଢ଼ିବେ ପ୍ରିୟଙ୍କା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)