Dead Body: ପାଣିରେ ବୁଡ଼ି ଚାଲିଗଲା ଜୀବନ, ନାଳରୁ ମୃତଦେହ ଉଦ୍ଧାର

Nov 16, 2026 - 12:56
Dead Body: ପାଣିରେ ବୁଡ଼ି ଚାଲିଗଲା ଜୀବନ, ନାଳରୁ ମୃତଦେହ ଉଦ୍ଧାର

ଦେବଗଡ଼: ଦେବଗଡ଼ ଥାନାର ଗୁଣ୍ଡୁରି‌ପୋଷି ଗ୍ରାମର ତେନ୍ତୁଳିଦର୍ହ ନାଳ ରୁ ଆଜି ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରିଛି ପୁଲିସ।

ମୃତକ ହେଲେ ଦେବଗଡ଼ ଥାନାର ବୁଢିବିଲ ଗ୍ରାମର ଅମୂଲ୍ୟ ନାଏକ(୪୯)।

Advertisment ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ ସୂଚନା ଅନୁଯାୟୀ, ଅମୂଲ୍ୟଙ୍କ ମୃତଦେହ ନାଳରେ ଭାସୁଥିବା ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ।

ଏନେଇ ଗ୍ରାମବାସୀ ଦେବଗଡ଼ ଥାନା ପୁଲିସକୁ ସୂଚନା ଦେଇଥିଲେ।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମୃତ ଅମୂଲ୍ୟ ପାଣିରେ ବୁଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

Car: ଘର ଭିତରେ ପଶିଗଲା କାର୍‌: ଦୁଇଟି ସିଲେଇ ମେସିନ୍‌ ଓ ଫ୍ରିଜ୍‌ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)