Dead Body Found: ଅଜଣା ଯୁବକଙ୍କ ମୃତଦେ‌ହ ସଂକରାଇ ନାଳରୁ ଉଦ୍ଧାର

Aug 14, 2026 - 11:59
Dead Body Found: ଅଜଣା ଯୁବକଙ୍କ ମୃତଦେ‌ହ ସଂକରାଇ ନାଳରୁ ଉଦ୍ଧାର

"ବାଙ୍ଗିରିପୋଷି: ବାଙ୍ଗିରିପୋଷି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଚଢ଼େଇ ପା‌ହାଡି ଫୁଟବଲ ପଡ଼ିଆ ନିକଟରେ ବହି ଯାଇଥିବା ସଂକରାଇ ନାଳରୁ ଜଣେ ଅଜଣା ଯୁବକଙ୍କ ମୃତଦେ‌ହ ମିଳିଛି।Advertisment ଯୁବକଙ୍କ ପରିଚୟ ମିଳିନାହିଁ ଲଘୁଚାପଜନିତ ବର୍ଷାରେ ଭାସି ଆସିଥିବା ଅନୁମାନ କରାଯାଉଛି।

ମୃତ ଯୁବକଙ୍କର ଏବେ ସୁଦ୍ଧା ପରିଚୟ ମିଳିନାହିଁ।

ପୁଲିସ ଓ ଜନସାଧାରଣଙ୍କ ଉପସ୍ଥିତିରେ ଦମକଳ ବାହିନୀ ଶବ ଉଦ୍ଧାର କରିଛି।

Flood: ଭଦ୍ରକ ଜିଲ୍ଲାରେ ସାଳନ୍ଦୀ ଓ ବୈତରଣୀରେ ଦ୍ବିତୀୟ ବନ୍ୟା ପରିସ୍ଥିତି, ସମୀକ୍ଷା କଲେ ଜିଲ୍ଲାପାଳ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media