Crime Branch Arrests 3 in ₹1.38 Crore Digital Arrest Fraud Case
#ଡିଜିଟାଲ_ଆରେଷ୍ଟ_୧_କୋଟି_୩୮_ଲକ୍ଷ_ଠକେଇ
ଡିଜିଟାଲ ଆରେଷ୍ଟ କରି ୧ କୋଟି ୩୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ୍। ଦିଲ୍ଲୀରୁ ଜଣେ ଏବଂ ଉତ୍ତରାଖଣ୍ଡରୁ ଦୁଇ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କଠାରୁ ୧ କୋଟି ୩୮ ଲକ୍ଷ ଟଙ୍କା ଠକେଇ କରିଥିଲେ ଏହି ୩ ଜଣ। ନିଜକୁ ମୁମ୍ବାଇ ସାଇବର କ୍ରାଇମ ଅଧିକାରୀର ପରିଚୟ ଦେବା ସହ ଲୁଟର ଶିକାର ବ୍ୟକ୍ତିଙ୍କୁ ଏକ ମନି ଲଣ୍ଡରିଂ ମାମଲା ସହ ଜଡିତ ଥିବା କହିଥିଲେ। ତାସହ ଗିରଫ ଓ ଜେଲଦଣ୍ଡର ଭୟ ଦେଖାଇ ମାନସିକ ଚାପ ସୃଷ୍ଟି କରିବା ସହ ୧ କୋଟି ୩୮ ଲକ୍ଷ ଟଙ୍କା ନେଇଯାଇଥିଲେ
In a major breakthrough, the Crime Branch has arrested three persons for allegedly cheating a Bhubaneswar resident of ₹1.38 crore through a digital arrest scam. One accused was arrested from Delhi, while two others were apprehended from Uttarakhand in connection with the case.
#CyberCrime_Odisha#CrimeBranchOdisha#DigitalArrestFraud#BhubaneswarNews#CyberFraud#OnlineScam#MoneyLaunderingFraud#CrimeNews#DigitalArrestCase_Bhubaneswar#CyberFraudArrest_Odisha#CrimeBranchAction_Odisha#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।