Cricket: ସୁଦର୍ଶନଙ୍କ ସ୍ଥାନରେ ସାମିଲ ହୋଇପାରନ୍ତି ସର୍ଫରାଜ

Aug 09, 2026 - 14:58
Cricket: ସୁଦର୍ଶନଙ୍କ ସ୍ଥାନରେ ସାମିଲ ହୋଇପାରନ୍ତି ସର୍ଫରାଜ

"ନୂଆଦିଲ୍ଲୀ: ଆଗାମୀ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଲାଗି ଭାରତୀୟ ଦଳରେ ମୁମ୍ବାଇ ବ୍ୟାଟର୍‌ ସର୍ଫରାଜ ଖାନ୍‌ଙ୍କୁ ସ୍ଥାନ ମିଳିପାରେ।

ଫିଟ୍‌ନେସ୍‌ ସର୍ତ୍ତରେ ଦଳରେ ସାମିଲ ହୋଇଥିବା ଆହତ ସାଇ ସୁଦର୍ଶନଙ୍କ ସ୍ଥାନରେ ଯୋଗଦେବେ।Advertisment ଶ୍ରୀଲଙ୍କା ଗସ୍ତ ବେଳେ ସୁଦର୍ଶନ ଆହତ ଭାରତ-ଏ" ଦଳ ପକ୍ଷରୁ ଶ୍ରୀଲଙ୍କା ଗସ୍ତ ବେଳେ ସୁଦର୍ଶନ ଆହତ ହୋଇଥିଲେ।

ସେ ସୁସ୍ଥ ହୋଇ ନଥିବାରୁ ଶନିବାର ତାଙ୍କୁ ପୂରା ଶୃଙ୍ଖଳାରୁ ବାଦ୍‌ ଦିଆଯାଇଛି।

ଭାରତ ପକ୍ଷରୁ ସର୍ଫରାଜ ୬ ଟେଷ୍ଟ୍‌ରେ ୧୧ ପାଳି ଖେଳି ୩୭.୧୦ ହାରରେ ୩୭୧ ରନ୍‌ କରିଛନ୍ତି।

ସର୍ବୋଚ୍ଚ ସ୍କୋର୍‌ ୧୫୦ ରହିଛି।

Shubman Gill: ନେଟ୍‌କୁ ଫେରିଲେ ଶୁବମନ ଗିଲ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media