Cricket: ମହିଳା ଦିନିକିଆ ମାନ୍ୟତା: ସ୍ମୃତି ଶୀର୍ଷରେ ସ୍ଥିର

Oct 13, 2026 - 21:53
Cricket: ମହିଳା ଦିନିକିଆ ମାନ୍ୟତା: ସ୍ମୃତି ଶୀର୍ଷରେ ସ୍ଥିର

"ଦୁବାଇ: ଭାରତୀୟ ମହିଳା କ୍ରିକେଟ୍‌ ଦଳର ନୂଆ ଅଧିନାୟିକା ସ୍ମୃତି ମନ୍ଧାନା ମଙ୍ଗଳବାର ଆଇସିସି ଦ୍ବାରା ପ୍ରକଶିତ ଦିନିକିଆ ବ୍ୟାଟିଂ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।

ସେ ୭୯୦ ପଏଣ୍ଟ ସହ ଏହି ସ୍ଥାନରେ ଥିବା ବେଳେ ହରମନ୍‌ପ୍ରୀତ କୌର ନବମରେ ରହିଛନ୍ତି।

ବୋଲିଂ ମାନ୍ୟତାରେ ଦୀପ୍ତି ଶର୍ମା ଗୋଟିଏ ସ୍ଥାନ ଖସି ନବମରେ ରହିଛନ୍ତି।

Advertisment ଟ୍ବେଣ୍ଟି-୨୦ ମାନ୍ୟତାରେ ଶେଫାଳି ବର୍ମା (୭୫୯ ପଏଣ୍ଟ୍‌), ସ୍ମୃତି (୭୫୪ ପଏଣ୍ଟ) ଓ ହରମନ୍‌ପ୍ରୀତ (୬୫୬ ପଏଣ୍ଟ୍‌) ଯଥାକ୍ରମେ ଚତୁର୍ଥ, ପଞ୍ଚମ ଓ ଦଶମ ସ୍ଥାନରେ ରହିଛନ୍ତି।

ବୋଲିଂ‌ରେ ଶ୍ରୀ ଚାରଣୀ (୮୧୭) ଓ ଦୀପ୍ତି ଶର୍ମା (୭୫୪) ଯଥାକ୍ରମେ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି।

ଅଲ୍‌ରାଉଣ୍ଡରରେ ଭାରତୀୟ ଭାବେ କେବଳ ଦୀପ୍ତି (ଟ୍ବେଣ୍ଟି-୨୦ରେ ଚତୁର୍ଥ ଓ ଦିନିକିଆରେ ଷଷ୍ଠ) ଶୀର୍ଷ ୧୦ରେ ରହିଛନ୍ତି।

ଉଭୟ ଟ୍ବେଣ୍ଟି-୨୦ ଓ ଦିନିକିଆରେ ଭାରତ ତୃତୀୟରେ ରହିଛି।

Smriti Deleted Wedding Pics: କାହିଁକି ବିବାହ ରୀତିନୀତିର ସବୁ ଫଟୋ ହଟାଇ ଦେଲେ ସ୍ମୃତି ମନ୍ଧାନା?"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)