Cricket: ପଦାର୍ପଣ କଲେ ଗୁରନୂର
ଖ୍ରୀଷ୍ଟଚର୍ଚ୍ଚ: ଭାରତୀୟ ଦ୍ରୁତ ବୋଲର ଗୁରନୂର ବ୍ରାର ଶୁକ୍ରବାର ସ୍ଥାନୀୟ ହାଗ୍ଲେ ଓଭାଲରେ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ପଦାର୍ପଣ କରିଛନ୍ତି।
ମ୍ୟାଚ୍ ଆରମ୍ଭ ପୂର୍ବରୁ ତାଙ୍କୁ ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଟେଷ୍ଟ୍ କ୍ୟାପ୍ ପ୍ରଦାନ କରିଥିଲେ।
ଟେଷ୍ଟ୍ କ୍ୟାପ୍ ପାଇବାରେ ସେ ଭାରତର ୩୨୧ତମ ଖେଳାଳି ହୋଇଛନ୍ତି।
Advertisment ସେ ପ୍ରସିଦ୍ଧ କୃଷ୍ଣଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।
ଚଳିତ ବର୍ଷ ଜୁନ୍ରେ ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ ଗୁରନୂର।
ଏହି ନ୍ୟୁଜିଲାଣ୍ଡ ଗସ୍ତରେ ସେ ଦିନିକିଆ ଶୃଙ୍ଖଳାରେ ୯ ୱିକେଟ୍ ନେଇଥିଲେ।
IND vs NZ Test: ପ୍ରଥମ ଦିନର ଖେଳ ଶେଷ: ନ୍ୟୁଜିଲାଣ୍ଡର ସ୍କୋର ୨୪୬-୫
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
