Cricket: ଦିଲ୍ଲୀରୁ ସ୍ଥାନାନ୍ତର ହେବନି ଭାରତ-ଶ୍ରୀଲଙ୍କା ଦିନିକିଆ: ବିସିସିଆଇ ସମ୍ପାଦକ

Oct 12, 2026 - 17:20
Cricket: ଦିଲ୍ଲୀରୁ ସ୍ଥାନାନ୍ତର ହେବନି ଭାରତ-ଶ୍ରୀଲଙ୍କା ଦିନିକିଆ: ବିସିସିଆଇ ସମ୍ପାଦକ

"ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଡିସେମ୍ବର ୧୩ରେ ଦିଲ୍ଲୀରେ ହେବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ର ସ୍ଥାନ ପରିବର୍ତ୍ତନ ହେବା ନେଇ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ।

ସୋମବାର ସେ କହିଛନ୍ତି ଯେ ମ୍ୟାଚ୍‌ର ସ୍ଥାନ ପରିବର୍ତ୍ତନ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ।

Advertisment ମ୍ୟାଚ୍‌କୁ ଅହମ୍ମଦାବାଦକୁ ସ୍ଥାନାନ୍ତର ପ୍ରଚଳିତ ନୀତି ଅନୁଯାୟୀ ଏହି ମ୍ୟାଚ୍‌ ଦିଲ୍ଲୀକୁ ଆବଣ୍ଟନ କରାଯାଇଛି ଏବଂ ସେଠାରେ ହିଁ ଖେଳାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ମ୍ୟାଚ୍‌କୁ ଅହମ୍ମଦାବାଦକୁ ସ୍ଥାନାନ୍ତର କରାଯାଇପାରେ ବୋଲି ପ୍ରକାଶିତ ଖବରକୁ ସାଇକିଆ ଅସ୍ୱୀକାର କରିଛନ୍ତି।

ଏହି ଶୃଙ୍ଖଳାର ଶେଷ ଦିନିକିଆ ଡିସେମ୍ବର ୧୯ରେ ଅହମ୍ମଦାବାଦରେ ଖେଳାଯିବ।

ଦିନିକିଆ ଶୃଙ୍ଖଳା ବ୍ୟତୀତ ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ତିନିଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ମଧ୍ୟ ଖେଳିବ।

Chatting: ବିନା ଇଣ୍ଟରନେଟରେ ବି ଚାଟିଂ ହୋଇପାରୁଥିବା ଆପ୍ସ ଉପରେ ଲାଗିଲା କଟକଣା: ଭାରତୀୟ ଆପ୍ ଷ୍ଟୋରରୁ ହଟିଲା "ବିଟ୍‌ଚାଟ୍""

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)