COVID Fatality Raises Alarm: ଚିନ୍ତା ବଢ଼ାଇଲା କୋଭିଡ୍ ମୃତ୍ୟୁ, ଓଡ଼ିଶାର ଏହି ସବୁ ଅଞ୍ଚଳରେ ହାଇଆଲର୍ଟ
ଆନ୍ଧ୍ର ପ୍ରଦେଶରେ କୋଭିଡରେ ଦୁଇ ଜଣଙ୍କ ମୃତ୍ୟୁ ଖବର ପରେ ସୀମାନ୍ତ ଓଡ଼ିଶାରେ ବି ହାଇ ଆଲର୍ଟ। ଆନ୍ଧ୍ର ସୀମାରେ ଥିବା ଓଡ଼ିଶାର ସମସ୍ତ ଜିଲ୍ଲାର CDMO ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ସନ୍ଦିଗ୍ଧଙ୍କୁ ଟେଷ୍ଟ କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାରେ ସବୁ ସମୟରେ କୋଭିଡ ସତର୍କତା ଅଛି। ସବୁବେଳେ ଟେଷ୍ଟ ହେଉଛି। ରଥଯାତ୍ରା ଆସୁଥିବାରୁ ଲକ୍ଷଣ ଦେଖାଗଲେ କୋଭିଡ ନିୟମ ଅନୁସାରେ ଚିକିତ୍ସା ହେବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ....
କୋଭିଡ୍ : ଓଡ଼ିଶା ସୀମାରେ ହାଇଆଲର୍ଟ
ଆନ୍ଧ୍ରପ୍ରଦେଶରେ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ଆନ୍ଧ୍ର ସୀମାନ୍ତ ଜିଲ୍ଲାର CDMOମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା
'କୋଭିଡ୍ ଲକ୍ଷଣ ଦେଖାଦେଲେ ସନ୍ଦିଗ୍ଧଙ୍କର ଟେଷ୍ଟ କରାନ୍ତୁ'
ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ କୋଭିଡ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ରଙ୍କ ସୂଚନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।