Coconut Cultivation: ନଡ଼ିଆ ଚାରାରୋପଣ ପାଇଁ ସହାୟତା

Sep 24, 2026 - 20:36
Coconut Cultivation: ନଡ଼ିଆ ଚାରାରୋପଣ ପାଇଁ ସହାୟତା

"ଭୁବନେଶ୍ବର: ନଡ଼ିଆ ବିକାଶ ବୋର୍ଡ ପକ୍ଷରୁ ନୂଆ ଅଞ୍ଚଳରେ ନଡ଼ିଆ ଚାଷ ନିମନ୍ତେ ଚାରା ରୋପଣ ସହାୟତା ଦିଆଯାଉଛି।

ଏଥିପାଇଁ ଚାଷୀ ଓ ବିଭିନ୍ନ ଅନୁଷ୍ଠାନମାନଙ୍କଠାରୁ ଆବେଦନ ଆହ୍ବାନ କରାଯାଇଛି।

ଅତିକମ୍‌ରେ ୫ଟି ଚାରାରୋପଣ ପାଇଁ ଯେଉଁ ଚାଷୀମାନଙ୍କ ନିଜସ୍ବ ଜମି ଥିବ ସେମାନେ ଏହାଦ୍ବାରା ଉପକୃତ ହେବେ।Advertisment ୧୬୦ଟି ଚାରା ପାଇଁ ସର୍ବାଧିକ ୫୬ ହଜାର ସବ୍‌ସିଡି ଜମିର ପରିମାଣ ୦.୦୫ ହେକ୍ଟରରୁ ୨ ହେକ୍ଟର ମଧ୍ୟରେ ହେବା ଆବଶ୍ୟକ।

ଏହି ଯୋଜନାରେ ୧୬୦ଟି ଚାରା ପାଇଁ ସର୍ବାଧିକ ୫୬ ହଜାର ସବ୍‌ସିଡି ଦେବା ବ୍ୟବସ୍ଥା ରହିଛି।

ତେବେ ଗଛରୁ ଗଛ ଦୂରତା ଅତିକମ୍‌ରେ ୨୫ ଫୁଟ ହେବା ବାଧ୍ୟତାମୂଳକ କରାଯାଇଛି।

ସହାୟତା ରାଶିକୁ ଚାରା ପିଛା ୩୫୦ ଟଙ୍କା ହିସାବରେ ଦୁଇଟି କିସ୍ତି‌ରେ ଚାଷୀଙ୍କୁ ଦିଆଯିବ।

The Himalayas are melting: ତରଳୁଛି ହିମାଳୟ, ବଢୁଛି ବିପଦ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)