19 AUGUST 2026

Welcome!

Unlock your personalized experience.
Sign Up
block-728

Charak Jayanti: ପ୍ରିସିଅସ୍‌ ଲାଇଫ୍‌ସାଇନ୍‌ସେସ୍‌ର ଚରକ ଜୟନ୍ତୀ

Aug 14, 2026 - 19:40
Charak Jayanti: ପ୍ରିସିଅସ୍‌ ଲାଇଫ୍‌ସାଇନ୍‌ସେସ୍‌ର ଚରକ ଜୟନ୍ତୀ

ବଲାଙ୍ଗୀର: ପ୍ରିସିଅସ୍‌ ଲାଇଫ୍‌ସାଇନ୍‌ସେସ୍‌ ସହଯୋଗରେ ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ୍‌ ପରିସରରେ ଚରକ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଓ ୩୦ ଜଣ ଡାକ୍ତର ତଥା ପ୍ରଫେସର ଯୋଗଦେଇଥିଲେ। କଲେଜର ଅଧ୍ୟକ୍ଷ ପ୍ରଫେସର ଡା. ମନୋଜ କୁମାର ସାହୁ, ପ୍ରଫେସର ଡା. ସିମାଦ୍ରି ନାୟକ ଓପ୍ରିସିଅସ୍ ଲାଇଫ୍‌ ସାଇନ୍‌ସେସ୍‌ର ଏମ୍‌ଡି ବିଶ୍ୱଜିତ ଦାଶ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ କମ୍ପାନିର ସୁଶୀଲ କୁମାର ବାରିକ, ଭୂପେନ କୁମାର ମିଶ୍ର ଓ ଶ୍ରୀ ଦେବାଶିଷ ବୁଡେକ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media