Centre Directs 70 Medical Colleges: ୭୦ ମେଡିକାଲ୍ କଲେଜକୁ କଡ଼ା ନିର୍ଦ୍ଦେଶ, CCTV ସିଷ୍ଟମ ତୁରନ୍ତ ସଂଯୋଗ ପାଇଁ ନିର୍ଦ୍ଦେଶନାମା

Jul 08, 2026 - 10:48
Centre Directs 70 Medical Colleges: ୭୦ ମେଡିକାଲ୍ କଲେଜକୁ କଡ଼ା ନିର୍ଦ୍ଦେଶ, CCTV ସିଷ୍ଟମ ତୁରନ୍ତ ସଂଯୋଗ ପାଇଁ ନିର୍ଦ୍ଦେଶନାମା

ଭାରତର ୭୦ଟି ମେଡିକାଲ୍ କଲେଜକୁ କେନ୍ଦ୍ରର କଡ଼ା ନିର୍ଦ୍ଦେଶ। CCTV ସିଷ୍ଟମଗୁଡ଼ିକୁ ତୁରନ୍ତ ସଂଯୋଗ ପାଇଁ ନିର୍ଦ୍ଦେଶନାମା ଜାରି। କେନ୍ଦ୍ରୀୟ ମନିଟରିଂ ନେଟୱାର୍କ ସହ ସଂଯୋଗ ପାଇଁ ନିର୍ଦ୍ଦେଶ ରହିଛି। 

ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜାତୀୟ ଚିକିତ୍ସା ଆୟୋଗ ବା NMC। ୭୦ଟି ମଧ୍ୟରେ ଓଡ଼ିଶାର ୨ଟି ସରକାରୀ ମେଡିକାଲ୍ କଲେଜ ରହିଛି। ସୁନ୍ଦରଗଡ଼ ଓ ଫୁଲବାଣୀ ସରକାରୀ ମେଡିକାଲ୍ କଲେଜକୁ ବି ନିର୍ଦ୍ଦେଶ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।