Cannabis Mafia Faces Police Action: ବେଆଇନ ଗଞ୍ଜେଇ ଚାଷ ଉପରେ ଆକ୍ସନ, ଦୁଇ ଅଭିଯୁକ୍ତ ଗିରଫ

Nov 14, 2026 - 17:29
Cannabis Mafia Faces Police Action: ବେଆଇନ ଗଞ୍ଜେଇ ଚାଷ ଉପରେ ଆକ୍ସନ, ଦୁଇ ଅଭିଯୁକ୍ତ ଗିରଫ

ଗଞ୍ଜେଇ ମାଫିଆଙ୍କ ଉପରେ ମୁନିଗୁଡ଼ା ପୋଲିସର ବଡ଼ ପ୍ରହାର।

ମୁନିଗୁଡ଼ା ଥାନା ବୋରିଖାଲ ଗାଁ ଓ ଅମ୍ବାଦଳା ଥାନା ଉମାଗୁଞ୍ଜି ଗାଁ ନିକଟରୁ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।

ଜମିରେ ଲାଗିଥିବା ୨୭୨ଟି ଗଞ୍ଜେଇ ଗଛକୁ ନିଆଁ ଲଗାଇ ନଷ୍ଟ କରିଦିଆଯାଇଛି।

ନିକଟରେ ବେଆଇନ ଭାବେ ଗଞ୍ଜେଇ ଚାଷ ହୋଇଥିବା ନେଇ ପୋଲିସକୁ ଖବର ମିଳିଥିଲା।

ଏହାପରେ ମୁନିଗୁଡ଼ା ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏସଆଇ ଏମ୍.ଆର୍.

ବିଶ୍ୱାଳଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା।

Advertisment ଚନ୍ଦ୍ରପୁର ବିଡିଓ, ବନ ବିଭାଗ, ଅବକାରୀ ବିଭାଗ, ରାଜସ୍ୱ ଓ କୃଷି ବିଭାଗ ଅଧିକାରୀଙ୍କ ସମେତ ଏକ ସେକ୍ସନ୍ ଆଇଆରବି ଫୋର୍ସ ଏହି ଅପରେସନରେ ସାମିଲ ହୋଇଥିଲେ।

ଏହି ଘଟଣାରେ ସାହେବ କୁମୁରିକା ଓ ଭାସ୍କର ଉଲୁଡିକାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।....

ଗଞ୍ଜେଇ ମାଫିଆଙ୍କ ଉପରେ ପୋଲିସର ବଡ଼ ପ୍ରହାର ମୁନିଗୁଡ଼ା ଥାନା ବୋରିଖାଲ ଗାଁରେ ଗଞ୍ଜେଇ ଚାଷ ନଷ୍ଟ ଅମ୍ବାଦଳା ଥାନା ଉମାଗୁଞ୍ଜି ଗାଁରେ ଗଞ୍ଜେଇ ଚାଷ ନଷ୍ଟ ୨୭୨ଟି ଗଞ୍ଜେଇ ଗଛକୁ ନିଆଁ ଲଗାଇ ନଷ୍ଟ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ସାହେବ କୁମୁରିକା ଓ ଭାସ୍କର ଉଲୁଡିକା ଗିରଫ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)