Bus Fire: ଚଳନ୍ତା ବସ୍‌ରେ ଲାଗିଲା ନିଆଁ; ସମସ୍ତ ଯାତ୍ରୀ ସୁରକ୍ଷିତ

Nov 14, 2026 - 10:06
Bus Fire: ଚଳନ୍ତା ବସ୍‌ରେ ଲାଗିଲା ନିଆଁ; ସମସ୍ତ ଯାତ୍ରୀ ସୁରକ୍ଷିତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମଥୁରାରେ ଯମୁନା ଏକ୍ସପ୍ରେସ୍‌ୱେ ଉପରେ ଯାଉଥିବା ଏକ ଚଳନ୍ତା ବସ୍‌ରେ ହଠାତ୍‌ ଭୟାବହ ଅଗ୍ନିକାଣ୍ଡ ଘଟିଛି।

ଘଟଣା ସମୟରେ ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ।

ତେବେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବସ୍‌ରୁ ବାହାରି ଆସିଥିଲେ।

ଫଳରେ ଏକ ବଡ଼ ଅଘଟଣ ଟଳିଯାଇଛି।

Advertisment ବସ୍‌ଟି ଦିଲ୍ଲୀରୁ ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିଲା।

ରାତି ପ୍ରାୟ ୨ଟା ସମୟରେ ମଥୁରାର ରାୟା ଥାନା ଅଞ୍ଚଳରେ ଯମୁନା ଏକ୍ସପ୍ରେସ୍‌ୱେର ୧୧୦ ନମ୍ବର ମାଇଲ୍‌ଷ୍ଟୋନ୍‌ ନିକଟରେ ହଠାତ୍‌ ବସ୍‌ରେ ନିଆଁ ଲାଗିଯାଇଥିଲା।

ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

US Airports: ଆମେରିକାରେ ଅଟକିଲା ସମସ୍ତ ବିମାନ ଉଡ଼ାଣ: ହଜାର ହଜାର ଯାତ୍ରୀ ହନ୍ତସନ୍ତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)