Bus Accident: ଇଜିପ୍ଟର ଦକ୍ଷିଣ ସିନାଇରେ ବସ ଦୁର୍ଘଟଣାରେ ୧୬ ମୃତ, ୨୮ ଆହତ

Sep 02, 2026 - 13:04
Bus Accident: ଇଜିପ୍ଟର ଦକ୍ଷିଣ ସିନାଇରେ ବସ ଦୁର୍ଘଟଣାରେ ୧୬ ମୃତ, ୨୮ ଆହତ

"କାଏରୋ: ଦକ୍ଷିଣ ସିନାଇର ଦହାବ-ନୁୱେଇବା ରାସ୍ତାରେ ଏକ ବସ୍ ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି।

ବସ୍‌ରେ ଥିବା ଅନ୍ୟ ୨୮ ଜଣ ଯାତ୍ରୀ ଆହତ ହୋଇଥିବା ବୁଧବାର ଇଜିପ୍ଟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ଲୋହିତ ସାଗର ଉପକୂଳ ପାର୍ଶ୍ୱସ୍ଥ ଏହି ଅଞ୍ଚଳ ପର୍ଯ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟ।

ଗତ ମାସରେ ଇଜିପ୍ଟର ଇସମାଇଲିଆ ଗଭର୍ଣ୍ଣରେଟରେ ଏକ ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୩୨ ଜଣ ଆହତ ହୋଇଥିଲେ।Advertisment ବନ୍ୟା ଯୋଗୁଁ ନେପାଳର ଭିତ୍ତିଭୂମି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)