Bridge Approach Road Collapses: ଲଗାଣ ବର୍ଷାରେ ରାସ୍ତା ଅବସ୍ଥା ସଂକଟାପନ୍ନ: ୪ ଫୁଟ ତଳକୁ ଦବିଲା ବ୍ରିଜର ଆପ୍ରୋଚ ରୋଡ୍

Jul 05, 2026 - 14:00
Bridge Approach Road Collapses:  ଲଗାଣ ବର୍ଷାରେ ରାସ୍ତା ଅବସ୍ଥା ସଂକଟାପନ୍ନ: ୪ ଫୁଟ ତଳକୁ ଦବିଲା ବ୍ରିଜର ଆପ୍ରୋଚ ରୋଡ୍

ଲଗାଣ ବର୍ଷାରେ ଦବିଲା ରାସ୍ତା। ୪ ଫୁଟ ତଳକୁ ଦବିଲା ବ୍ରିଜର ଆପ୍ରୋଚ ରୋଡ୍। କଟକ ଜିଲ୍ଲା ସାଲେପୁର ବ୍ଲକ ବାରବରୀ କୁଅପୋଲ ଠାରେ ରାସ୍ତା ଦବିଯାଇ ଥିବାର ଦେଖିବାକୁ ମିଳିଛି। ନୂତନ ବ୍ରିଜକୁ ଲାଗିଥିବା ରାସ୍ତାଟି ଦବି ଯାଇଛି। ମାଡ଼ଙ୍ଗା-ଶିଶୁଆ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

  • ଲଗାଣ ବର୍ଷାରେ ଦବିଲା ରାସ୍ତା
  • ୪ ଫୁଟ ତଳକୁ ଦବିଲା ବ୍ରିଜର ଆପ୍ରୋଚ ରୋଡ୍
  • ସାଲେପୁର ବ୍ଲକ ବାରବରୀ କୁଅପୋଲ ଠାରେ ଦବିଲା ରାସ୍ତା
  • ମାଡ଼ଙ୍ଗା-ଶିଶୁଆକୁ ଯୋଗାଯୋଗ ବିଚ୍ଛିନ୍ନ