BRICS: ବ୍ରିକ୍ସ ସମ୍ମିଳନୀ: ଗ୍ରୁପ୍ ଫଟୋରେ ସାମୂହିକ ସୌହାର୍ଦ୍ଦ୍ୟ

Sep 13, 2026 - 21:30
BRICS: ବ୍ରିକ୍ସ ସମ୍ମିଳନୀ: ଗ୍ରୁପ୍ ଫଟୋରେ ସାମୂହିକ ସୌହାର୍ଦ୍ଦ୍ୟ

"ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀର ଦ୍ୱିତୀୟ ଦିବସରେ ନେତାମାନଙ୍କ ବହୁପ୍ରତୀକ୍ଷିତ "ଫ୍ୟାମିଲି ଫଟୋ" ଉତ୍ତୋଳନ କରାଯାଇଛି।

ଏଥିରେ ବ୍ରିକ୍ସ ନେତାମାନଙ୍କ ସାମୂହିକ ସୌହାର୍ଦ୍ଦ୍ୟ ଦେଖିବାକୁ ମିଳିଛି।

ଫଟୋର କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛିଡ଼ା ହୋଇଥିବା ବେଳେ ତାଙ୍କ ଦୁଇ ପାଖରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଏବଂ ଅନ୍ୟ ବିଶ୍ୱ ନେତୃବୃନ୍ଦ ଉପସ୍ଥିତ ଥିଲେ।

ପୂର୍ବ ମତଭେଦକୁ ପଛରେ ପକାଇ ମଧ୍ୟପ୍ରାଚ୍ୟ ଆଞ୍ଚଳିକ ସଂକଟର ସମାଧାନ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ସଦସ୍ୟ ରାଷ୍ଟ୍ର ଏକଜୁଟ୍ ହୋଇ ଯୁଗ୍ମ ଘୋଷଣାପତ୍ର ଜାରି କରିଛନ୍ତି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)