BPM : ଆଶା କର୍ମୀ ଠାରୁ ୨୦ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାହେଲେ ବିପିଏମ

Aug 20, 2026 - 14:38
BPM : ଆଶା କର୍ମୀ ଠାରୁ ୨୦ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାହେଲେ ବିପିଏମ

"କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବ୍ଲକ ପ୍ରୋଗ୍ରାମିଂ ଅଫିସର(ବିପିଏମ) ଆଜି ମଧ୍ୟାହ୍ନ ସମୟରେ ଜନୈକା ଆଶା କର୍ମୀ ଠାରୁ ମେଡିକାଲ ପରିସର ମଧ୍ୟରେ ୨୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି | ଭିଜିଲାନ୍ସ ଅଧିକାରୀ ସମ୍ପୃକ୍ତ ଅଧିକାରୀକୁ ଗିରଫ କରି ନେଇଥିବା ଜଣାପଡିଛି |Advertisment ଆହୁରି ପଢନ୍ତୁ :Keonjhar: ଶିକ୍ଷକ ପଦବୀ ପୂରଣ ଦାବିରେ ବିଦ୍ୟାଳୟ ବାହାରେ ତାଲା ପକାଇଲେ ଅଭିଭାବକ ପ୍ରକାଶ ଯେ, କୁଜଙ୍ଗ ବ୍ଲକ ଫତେପୁର ଗ୍ରାମର ରୀନା ଲେଙ୍କା ଆଶା କର୍ମୀ ଭାବେ କାର୍ଯ୍ୟ କରି ଆସୁଥିଲୋ ୨୦୦୫ ମସିହାରେ ସୋ ନିଯୁକ୍ତ ହୋଇଥିବାରୁ ତାଙ୍କର ଆଧୀର କାର୍ଡ ନଥିଲାା ଫଳରେ ସେ ସ୍କୁଲ ସାର୍ଟିଫିକେଟ ଅନୁଯାଯୀ ଚାକିରୀ କରିଥିଲୋ ପରେ ଆଧାର ବାହାରିବା ପରେ ସ୍କୁଲ ସାର୍ଟିଫିକେଟ ଓ ଆଧାର ବୟସ ମଧ୍ଯରେ ଦୁଇ ବର୍ଷର ଫରକ ରହିଥିଲା | ଆଧାର ଅନୁଯାୟୀ ତାଙ୍କର ଅବସର ସମୟ ହୋଇଯାଇଥିବା ବେଳେ ସ୍କୁଲ ସାର୍ଟିଫିକେଟ ଅନୁଯାୟୀ ତାଙ୍କର ଆଉ ଦୁଇବର୍ଷ ଚାକିରୀ କାର୍ଯ୍ୟକାଳ ରହିଥିଲା | ଆହୁରି ପଢନ୍ତୁ :Pakistan: ପାକିସ୍ତାନରେ ଚୀନ୍ ଏବଂ ତୁର୍କୀର ଗୁପ୍ତ ବିମାନ: ୬୦ ଘଣ୍ଟା ମଧ୍ୟରେ ଅନେକ ସାମରିକ ବିମାନ ଅବତରଣ  ତେବେ ଅଭିଯୁକ୍ତ ମନୋରଂଜନ ରୀନାଙ୍କୁ ୨୦ ହଜାର ଟଙ୍କା ମାଗିଥିଲୋ ନହେଲେ ଆଧାର ଅନୁଯାୟୀ ତାଙ୍କୁ ଅବସର କରିଦେବେ ବୋଲି କହିବା ସହିତ ଟଙ୍କା ଦେଲେ ସ୍କୁଲ ସାର୍ଟିଫିକେଟ ଅନୁଯାୟୀ ଆଉ ଦୁଇବର୍ଷ ଚାକିରୀ କରାଇଦେବେ ବୋଲି କରିଥିଲାା କେବଳ ରୀନା ଏକା ନୁହେଁ ଏହିପରି ୨୦ ଜଣ ଆଶା କର୍ମୀ ରହିଥିଲୋ ମନୋରଂଜନ ବାରମ୍ବାର ଟଙ୍କା ମାଗିବାରୁ ରୀନା ଭିଜିଲାନ୍ସ ସହିତ ଯୋଗାଯୋଗ କରିଥିଲୋ ପୂର୍ବ ପ୍ରସ୍ତୁତି ଅନୁଯାୟୀ ରୀନା ମନୋରଞ୍ଜନଙ୍କୁ ତାଙ୍କ କାର୍ଯ୍ୟାଳୟରେ ଏକ ଖାମରେ ୨୦ ହଜାର ଟଙ୍କା ଦେଇଥିଲୋ ଏହି ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ତାକୁ କାବୁ କରି ନେଇଥିଲୋ ତେବେ ଏହି ଘଟଣାରେ ମେଡିକାଲର ଆଉ କେହି ସାମିଲ ଅଛନ୍ତି କି ନାହିଁ ସ୍ପଷ୍ଟ ହୋଇନାହିଁ| "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)