Bollywood Actor Aasif Sheikh : ଆସିଫ ଦେଲେ ଫିଟ ରହିବାର ମନ୍ତ୍ର
ବୟସ ବଢ଼ିବା ସହ ବଦଳିଯାଏ ଶରୀରର ଗଠନ।
ଧୀରେ ଧୀରେ କମିବାକୁ ଲାଗେ ଶାରୀରିକ କ୍ଷମତା।
ହେଲେ କିଛି ଲୋକ ନିଜର ନିୟମିତ ଅଭ୍ୟାସ ଓ ଶୃଙ୍ଖଳିତ ଜୀବନଶୈଳୀ ବଳରେ ବୟସକୁ ବି ମାତ ଦିଅନ୍ତି।
ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଅଭିନେତା ଆସିଫ ଶେଖ।
୬୨ ବର୍ଷ ବୟସରେ ବି ସେ ପୂରା ଫିଟ ଓ ଫୁର୍ତ୍ତି ଅଛନ୍ତି।
ତାଙ୍କ ଫିଟନେସ ଦେଖିଲେ ବୟସ ଯେ କେବଳ ଏକ ସଂଖ୍ୟା ତାହା ସ୍ପଷ୍ଟ ବାରି ହୋଇପଡ଼େ।
ତେବେ ଏହି ବୟସରେ ବି ଏତେ ଫିଟ ରହିବା ପଛରେ କ'ଣ ରହିଛି ରହସ୍ୟ?
ଆସନ୍ତୁ ଜାଣିବା।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
