Bilibili: ୟୁଟୁବକୁ ଟକ୍କର ଦେବ ବିଲିବିଲି !
"ଲୋକପ୍ରିୟ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ ପାଇଁ ଚିନ୍ତା ବଢ଼ାଇଦେଇଛି ଏକ ନୂଆ ଆପ୍ ।
ଯାହାର ଦମଦାର ଫିଚର୍ ୟୁଟ୍ୟୁବ୍କୁ ମାତ ଦେବ ବୋଲି ଶୁଣିବାକୁ ମିଳୁଛି।
ଟେକ୍ନୋଲୋଜି କ୍ଷେତ୍ରରେ ସବୁବେଳେ ଆଗରେ ରହିଆସିଥିବା ଚୀନ ଏକ ନୂଆ ଆପ୍ ଲଞ୍ଚ କରିଛି।
ଯାହା ୟୁଟ୍ୟୁବ୍କୁ କଡ଼ା ଟକ୍କର ଦେବ ବୋଲି କୁହାଯାଉଛି।
ତେବେ କ'ଣ ଏହି ଆପ୍ର ନାଁ..କଣ ସବୁ ରହିଛି ଫିଚର୍..ଆସନ୍ତୁ ଜାଣିବା ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

