Bel Deputy Engineer Recruitment: ଖୁବଶୀଘ୍ର ଡେପୁଟି ଇଞ୍ଜିନିୟର ପଦବି ହେବ ପୂରଣ

Aug 21, 2026 - 16:40
Bel Deputy Engineer Recruitment: ଖୁବଶୀଘ୍ର ଡେପୁଟି ଇଞ୍ଜିନିୟର ପଦବି ହେବ ପୂରଣ

"ନୂଆଦିଲ୍ଲୀ: ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡର ଡେପୁଟି ଇଞ୍ଜିନିୟର ପଦବି ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ଯାଇଛି।

ଏହି ପଦବି ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ସମାପ୍ତ କରିପାରିବେ।

ଆବେଦନ ଦାଖଲ କରିବାର ଶେଷ ତାରିଖ  ୨୦୨୬ ସେପ୍ଟେମ୍ବର ୪ ରହିଛି।

Advertisment କିଏ ଆବେଦନ କରିପାରିବେ?

ଡେପୁଟି ଇଞ୍ଜିନିୟର ପଦବି ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନଙ୍କର ଏକ ସ୍ୱୀକୃତିପ୍ରାପ୍ତ ଭାରତୀୟ ପ୍ରତିଷ୍ଠାନରୁ ବିଇ, ବିଟେକ, କିମ୍ବା ବିଏସସି ଇଞ୍ଜିନିୟରିଂ ଡିଗ୍ରି ଥିବା ଆବଶ୍ୟକ।

ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୨୮ ଏବଂ ସର୍ବାଧିକ ୩୧ବର୍ଷ ଧାର୍ଯ୍ୟ କରାଯାଇଛି।

ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ବୟସ ଛାଡ଼ ପ୍ରଦାନ କରାଯାଇଛି।

ଚୟନ ପ୍ରକ୍ରିୟା ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ ଚୟନ କରାଯିବ।

ଲିଖିତ ପରୀକ୍ଷାରେ ୮୫ ନମ୍ବର ରଖିବାକୁ ହେବ।

ଲିଖିତ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀମାନଙ୍କୁ ସାକ୍ଷାତକାର ପାଇଁ ଡକାଯିବ।

ପରୀକ୍ଷାରେ ପାସ୍ କରିବା ପାଇଁ ସାଧାରଣ ଏବଂ ଓବିସି-ଏନସିଏଲ ବର୍ଗର ପ୍ରାର୍ଥୀମାନଙ୍କୁ ୩୫ପ୍ରତିଶତ ନମ୍ବର ରଖିବାକୁ ପଡିବ।

ଏହି କ୍ଷେତ୍ରରେ  ପିଡବ୍ଲୁଡି ବର୍ଗର ପ୍ରାର୍ଥୀମାନଙ୍କୁ ୩୦ପ୍ରତିଶତ ନମ୍ବର ରଖିବାକୁ ପଡିବ।

କିପରି ଆବେଦନ କରିବେ ଡେପୁଟି ଇଞ୍ଜିନିୟର ପଦବି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।

ପ୍ରାର୍ଥୀମାନେ ନିମ୍ନରେ ଉଲ୍ଲେଖିତ ପଦକ୍ଷେପଗୁଡ଼ିକ ଅନୁସରଣ କରି ଫର୍ମ ପୂରଣ କରିପାରିବେ: ପ୍ରଥମେ, ସରକାରୀ ୱେବସାଇଟ୍  https://www.notopedia.com/sarkari-job-details/36258/bel-bharat-electronics-deputy-engineer-recruitment-august-2026 ଯାଆନ୍ତୁ।ୱେବସାଇଟର ହୋମପେଜରେ 'ଅନଲାଇନ୍ ପଞ୍ଜୀକରଣ' ବିଭାଗରେ ଉପରେ କ୍ଲିକ୍ କରନ୍ତୁ।ସମସ୍ତ ଆବଶ୍ୟକୀୟ ବିବରଣୀ ସତର୍କତାର ସହିତ ପୂରଣ କରନ୍ତୁ ।ଫର୍ମ ପୂରଣ କରିବା ପରେ, ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକର ସ୍କାନ କପି ଅପଲୋଡ୍ କରନ୍ତୁ।ଶେଷରେ, ଆପଣଙ୍କ ରେକର୍ଡ ପାଇଁ ଆବେଦନର ଏକ ପ୍ରିଣ୍ଟଆଉଟ ନିଜ ପାଖରେ ସାଇତି ରଖନ୍ତୁ।

ସୀମା ଅତିକ୍ରମ କଲେ ମିଳିବନି ନୂଆ ସିମ୍, ନିୟମ କଡ଼ାକଡ଼ି କଲେ ସରକାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)