Bargarh Dhanu Yatra Gets New Kansa: ବରଗଡ଼ ଧନୁଯାତ୍ରାକୁ ମିଳିଲେ ନୂଆ କଂସ, ଗୋଲାପ ଦାସଙ୍କ ନାଁରେ ବାଜିଲା ମୋହର
ବରଗଡ ଧନୁଯାତ୍ରା ପାଇଁ ଚୟନ ହେଲେ ନୂଆ କଂସ।
ଗୋଲାପ ଦାସଙ୍କୁ କଂସ ଭୂମିକାରେ ଅଭିନୟ ପାଇଁ ଚୟନ କରାଯାଇଛି।
ବରଗଡ ଏଡିଏମ୍ ମହେନ୍ଦ୍ର ମହାପାତ୍ର ନୂଆ କଂସଙ୍କ ନା ଘୋଷଣା କରିଛନ୍ତି।
କଂସ ଭୂମିକାରେ ଅଭିନୟ ପାଇଁ ୨୭ ଜଣ କଳାକାର ଇଣ୍ଟରଭ୍ୟୁ ଦେଇଥିଲେ।
ତେବେ ଗୋଲପଙ୍କ ନାଁରେ ମୋହର ମାରିଥିଲେ ୭ ଜୁରୀ ମେମ୍ବର।
ବରଗଡ ଧନୁଯାତ୍ରାରେ ମହାମନ୍ତ୍ରୀ ଭୂମିକାରେ ଅଭିନୟ କରି ଆସୁଥିଲେ ଗୋଲାପ ଚନ୍ଦ୍ର ଦାସ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
