Bank of India: ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସତର୍କତା ସଚେତନତା କାର୍ଯ୍ୟକ୍ରମ

Sep 11, 2026 - 23:29
Bank of India: ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସତର୍କତା ସଚେତନତା କାର୍ଯ୍ୟକ୍ରମ

"ଭୁବନେଶ୍ବର: ସତର୍କତା ସଚେତନତା କାର୍ଯ୍ୟକ୍ରମ ଅଧୀନରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଭୁବନେଶ୍ବର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ବିଜୟ କୁମାର ମଲିକଙ୍କ ମାର୍ଗଦର୍ଶନରେ ଗ୍ରାମସଭା କାର୍ଯ୍ୟକ୍ରମ ୧୬ରୁ ଅଧିକ ଶାଖାରେ ଆୟୋଜନ କରାଯାଇଥିଲା।

ଏଥିରେ ଗ୍ରାମବାସୀ, ଏସ୍‌ଏଚ୍‌ଜି, ଛାତ୍ରଛାତ୍ରୀ ଓ ସଦସ୍ୟମାନେ ଭାଗ ନେଇଥିଲେ।

ଏଥିରେ ସଚ୍ଚୋଟତା, ସ୍ବଚ୍ଛତା ଓ ଦାୟିତ୍ବପୂର୍ଣ୍ଣବ୍ୟାଙ୍କିଙ୍ଗଆଚରଣ ବାର୍ତ୍ତାର ପ୍ରସାର କରାଯାଇଥିଲା।Advertisment ଆହୁରି ପଢନ୍ତୁ :Bhadrak road accident ପୃଥକ ଦୁର୍ଘଟଣାରେ, ଜଣେ ମୃତ, ୪ ଗୁରୁତର ଡିଜିଟାଲ ଆରେଷ୍ଟ, ଡିଜିଟାଲ ଠକେଇ, ମନି ମ୍ୟୁଲ ଖାତା, ସାଇବର ଅପରାଧ ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା।

ପୁରୀ ଜିଲ୍ଲାର ତଳଜଙ୍ଗ ଗ୍ରାମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ମଲିକ ଭାଗ ନେଇ ଗୋପନୀୟ ତଥ୍ୟର ସୁରକ୍ଷା ଓ ଅନଲାଇନ ଠକେଇଠାରୁ ଦୂରେଇ ରହିବା ଉପ‌‌ରେ ଆଲୋକପାତ କରିଥିଲେ।

ଏହି ଅବସରରେ ଭୁବନେଶ୍ବର ଅଞ୍ଚଳର ସତର୍କତା ଅଧିକାରୀ ନୀରଜ କୁମାର ପ୍ରସାଦ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)