Balen Shah Visit India: ନିଜର ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ
"ନୂଆଦିଲ୍ଲୀ: ନେପାଳରେ ବନ୍ୟା ସଙ୍କଟ ସମୟରେ ଭାରତର ସହଯୋଗ ଦୁଇ ଦେଶର ବନ୍ଧୁତାକୁ ଆହୁରି ମଜବୁତ କରିଛି।
ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ।
ତାଙ୍କ ଗସ୍ତର ଗନ୍ତବ୍ୟ ନୂଆଦିଲ୍ଲୀ ରହିବ ବୋଲି ନେପାଳ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।
Advertisment କାଠମାଣ୍ଡୁର ମେୟର ଥିଲେ ସୂଚନାଯୋଗ୍ୟ ୩୬ ବର୍ଷୀୟ ବାଲେନ ଶାହ ଜଣେ ଇଞ୍ଜିନିୟର ଓ ରାପର୍ ଭାବେ ମଧ୍ୟ ପରିଚିତ।
୨୦୨୨ ମସିହାରୁ ସେ କାଠମାଣ୍ଡୁର ମେୟର ଥିଲେ।
ଏବେ ସେ ଗତ ମେ" ମାସ ୫ ତାରିଖ ଠାରୁ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି।
Landslide Tragedy: ନେପାଳରେ ବନ୍ୟା ଓ ଭୂସ୍ଖଳନ ଟ୍ରାଜେଡି: ମୃତ୍ୟୁସଂଖ୍ୟା ୪୬୯କୁ ବୃଦ୍ଧି, ୧,୪୦୦ ନିଖୋଜ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
