Baitarani River: ବଢ଼ୁଛି ଆଖୁଆପଦାଠାରେ ବୈତରଣୀ ନଦୀର ଜଳ ସ୍ତର, ଲୋକଙ୍କୁ ସତର୍କ କରୁଛି ପ୍ରଶାସନ
"ଭଦ୍ରକ: ବଢ଼ୁଛି ଆଖୁଆପଦାଠାରେ ବୈତରଣୀ ନଦୀର ଜଳ ସ୍ତର।
ଏଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଦିନ ୧୨ଟା ସୁଦ୍ଧା ଏଠାରେ ୧୭.୯୫ ମିଟର ଉପରେ ଜଳସ୍ତର ପ୍ରବାହିତ ହେଉଛି।
ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।Advertisment ସୋନପୁରରେ ସର୍ବାଧିକ ବର୍ଷା ଏଣେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆସନ୍ତାକାଲି ଆଖୁଆପଦାଠାରେ ବୈତରଣୀ ନଦୀର ଜଳ ସ୍ତର ବିପଦ ସଂକେତ ଛୁଇଁ ପାରେ।
ସୋନପୁରରେ ସର୍ବାଧିକ ବର୍ଷା ହୋଇଛି।
ଆଜିଠୁ ବର୍ଷା ହେବାର ସମ୍ଭାବନା କ୍ଷୀଣ।
ବର୍ଷା ଚାଷୀମାନଙ୍କ ପାଇଁ ଭଲ।
Passenger Problems: ବାଗଡିହି ରେଳ ଷ୍ଟେସନରେ ଆଣ୍ଠୁଏ ପାଣି: ଯାତ୍ରୀଙ୍କ ଯାତାୟତରେ ଅସୁବିଧା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।