Audi India: ଜାନୁଆରିରୁ ଅଡି କାର୍‌ ଦାମ୍‌ ବଢ଼ିବ

Nov 24, 2026 - 18:48
Audi India: ଜାନୁଆରିରୁ ଅଡି କାର୍‌ ଦାମ୍‌ ବଢ଼ିବ

ନୂଆଦିଲ୍ଲୀ: ଜର୍ମାନୀ ର ବିଳାସପୂର୍ଣ୍ଣ କାର୍‌ ନିର୍ମାତା ଅଡି ଆସନ୍ତା ଜାନୁଆରି ପହିଲାରୁ ଭାରତରେ କାର୍‌ ଦାମ୍‌ ବଢ଼ାଇବ।

କମ୍ପାନି ଏହାର ସମସ୍ତ ମଡେଲ କାର୍‌ ଦାମ୍‌ରେ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ।

ଚଳିତବର୍ଷ ଅଡିର ଏହା ହେବ ଦ୍ବିତୀୟ ଦରବୃଦ୍ଧି ଘୋଷଣା।

କମ୍ପାନି ଏପ୍ରିଲ ପହିଲାରେ ମଧ୍ୟ କାର୍‌ ଦାମ୍‌ରେ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା।

Advertisment 'ଗୋଟିଏ ବର୍ଷ ବିତିଗଲାଣି, କିନ୍ତୁ ମୋର ଦୁଃଖ ଏବେ ବି ସେତିକି ଗଭୀର ଅଛି': ହେମା ମାଲିନୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)