Attack: ବୋମାମାଡ଼ରେ ଥରିଲା ପଥରଗାଡ଼ିଆ, ଗ୍ରାମବାସୀଙ୍କ ପ୍ରତିରୋଧ ପରେ ଦୁର୍ବୃତ୍ତ ଫେରାର

Oct 22, 2026 - 16:01
Attack: ବୋମାମାଡ଼ରେ ଥରିଲା ପଥରଗାଡ଼ିଆ, ଗ୍ରାମବାସୀଙ୍କ ପ୍ରତିରୋଧ ପରେ ଦୁର୍ବୃତ୍ତ ଫେରାର

"ଭୁବନେଶ୍ୱର: ଭୁବନେଶ୍ବର ଉପକଣ୍ଠ ପଥରଗାଡ଼ିଆରେ ବୋମାମାଡ଼କୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୧୫ରୁ ଅଧିକ ଦୁର୍ବୃତ୍ତ ଗାଁରେ ବୋମା ଫିଙ୍ଗି ଆତଙ୍କ ଖେଳାଇଛନ୍ତି।

ଏହାକୁ ନେଇ ଗାଁ ଲୋକେ ପାଲଟା ଆକ୍ରମଣ କରିବାରୁ ବୋମା ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ।

ଏହି ଘଟଣାକୁ ନେଇ ଅଞ୍ଚଳରେ ଭୟ ଓ ଉତ୍ତେଜନାର ବାତାବରଣ ସୃଷ୍ଟି ହୋଇଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)