Asian Para Games: ପାରା ଏସୀୟ କ୍ରୀଡ଼ା: ପାୟଲଙ୍କୁ ରୌପ୍ୟ

Oct 21, 2026 - 12:48
Asian Para Games: ପାରା ଏସୀୟ କ୍ରୀଡ଼ା: ପାୟଲଙ୍କୁ ରୌପ୍ୟ

"ଭୁବନେଶ୍ବର: ଚଳିତ ପାରା ଏସୀୟ କ୍ରୀଡ଼ାରେ ଓଡ଼ିଆ ଝିଅ ପାୟଲ ନାଗ ଓ ତାଙ୍କ ସାଥୀ ଶୀତଲ ଦେବୀ ତୀରନ୍ଦାଜିରେ ରୌପ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି।

ମହିଳା କମ୍ପାଉଣ୍ଡ ଯୁଗଳରେ ଏହି ଭାରତୀୟ ‌ଯୋଡ଼ି ଫାଇନାଲ୍‌ରେ ଚୀନ୍‌ର ଜୁଏକ୍ବିଙ୍ଗ ଜୁ ଓ ଜିଙ୍ଗ ଝାଓଙ୍କଠୁ ହାରି ସ୍ବର୍ଣ୍ଣରୁ ବଞ୍ଚିତ ହୋଇଥିଲେ।

ଶୀତଲ ଓ ପାୟଲ (୩୬, ୩୫, ୩୪, ୩୬) ମୋଟ ୧୪୧ ପଏଣ୍ଟ କରିଥିଲା ବେଳେ ଜୁ ଓ ଝାଓ (୩୬, ୩୮, ୩୮, ୩୮) ମୋଟ ୧୫୦ ପଏଣ୍ଟ୍‌ସହ ଆଗରେ ରହି ସ୍ବର୍ଣ୍ଣ ପଦକ ଜିତିଥିଲେ।

ଏହି ରୌପ୍ୟ ସହ ପାୟଲ ନାଗ ଚଳିତ ଏସୀୟ କ୍ରୀଡ଼ାରେ ଓଡ଼ିଶାକୁ ପଦକ ଭେଟି ଦେଇଛନ୍ତି।Advertisment Ranji Trophy: ଇତିହାସ ରଚିଲେ ଚିନ୍ମୟ: ୪୦୦ ରନ୍‌ କରିବାରେ ଦ୍ବିତୀୟ ଭାରତୀୟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)