Asian Para Games: ଶକ୍ତିଉତ୍ତୋଳିକା କସ୍ତୁରୀଙ୍କୁ ରୌପ୍ୟ

Oct 21, 2026 - 15:59
Asian Para Games: ଶକ୍ତିଉତ୍ତୋଳିକା କସ୍ତୁରୀଙ୍କୁ ରୌପ୍ୟ

"ନାଗୋୟା: ଭାରତୀୟ ଶକ୍ତିଉତ୍ତୋଳିକା କସ୍ତୁରୀ ରାଜାମଣି ଚଳିତ ଏସୀୟ ପାରା କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି।

ବୁଧବାର ମହିଳା ୬୭ କିଲୋଗ୍ରାମ୍‌ରେ ତାମିଲନାଡ଼ୁ ୪୨ ବର୍ଷୀୟା କସ୍ତୁରୀ ୧୦୮ କେଜି ଭାର ଉଠାଇ ଦ୍ବିତୀୟ ସ୍ଥାନରେ ରହିଥିଲେ।

ତାଙ୍କ ଆଗରେ ଉଜବେକିସ୍ତାନର ରୁକ୍‌ଶୋନା ଉକ୍ତାମୋଭା (୧୨୭ କେଜି) ରହି ସ୍ବର୍ଣ୍ଣ ଜିତିଥିଲା ବେଳେ ଉତ୍ତର କୋରିଆର କିମ୍‌ ହିଓଙ୍ଗହୁଇ (୧୦୭ କେଜି) କାଂସ୍ୟ ପାଇଥିଲେ।Advertisment ଦ୍ବିତୀୟ ସ୍ଥାନରେ କସ୍ତୁରୀ ରାଜାମଣି ଭାରତର ଏହା ଚଳିତ କ୍ରୀଡ଼ାରେ ଦ୍ବିତୀୟ ଶକ୍ତିଉତ୍ତୋଳନ ପଦକ।

ମଙ୍ଗଳବାର ଅଶୋକ କୁମାର ମଲ୍ଲିକ (ପୁରୁଷ ୬୫ କେଜି) ରୌପ୍ୟ ଜିତିଥିଲେ।

ଗତ ସଂସ୍କରଣରେ କସ୍ତୁରୀ ପଞ୍ଚମ ସ୍ଥାନରେ ରହି ପଦକ ଜିତିବାରେ ବିଫଳ ହୋଇଥିଲା ବେଳେ ଅଶୋକ କାଂସ୍ୟ ଜିତିଥିଲେ।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷରୁ ଭାରତର ଅଭିଯାନ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)