Arrested: ତେଜରାତି ଦୋକାନରୁ ଚୋରା ମଦ ଜବତ, ୨ ଯୁବକ ଗିରଫ

Aug 27, 2026 - 15:02
Arrested: ତେଜରାତି ଦୋକାନରୁ ଚୋରା ମଦ ଜବତ, ୨ ଯୁବକ ଗିରଫ

"ରାହାମା: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ପଞ୍ଚାୟତ ଓ ଆଦର୍ଶ ବିଦ୍ୟାଳୟ ଅଗପାଳ ନିକଟଲାଗି ଏକ ତେଜରାତି ଦୋକାନରୁ ମଦ ଜବତ ହୋଇଛି।

ସକାଳ ୧୧ଟା ସମୟରେ ତିର୍ତୋଲ ଥାନା ଅଧିକାରୀ ବଂଶୀଧର ପ୍ରଧାନ, କୁଜଙ୍ଗ ଥାନାର ଅତରିକ୍ତ ଦାୟିତ୍ୱ ତୁଲାଉ ଥିବାରୁ ଏକ ବିଶେଷ ସୂତ୍ରରୁ ଖବର ପାଇ ବଂଶୀଧର ପ୍ରଧାନ ଓ ପୁଲିସ ଟିମଙ୍କ ସହିତ କୁଜଙ୍ଗ ଅତିରିକ୍ତ ତହସିଲଦାର ବ୍ୟୋମକେଶ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଚଢ଼ଉ କରିଥିଲେ।Advertisment ଦୋକାନଟିକୁ ସିଲ୍ କରିଥିବା ଜଣାଯାଇଛି ସେଠାରୁ ମଦ କାର୍ଯ୍ୟରେ ଵ୍ୟବହୃତ ଦୁଇଟି ବାଇକ ହିରୋ ଗ୍ଲାମର ନମ୍ବର AP05DC4758 ଅନ୍ୟଟି ହିରୋ ଡନ  OD 06G1395  ଏବଂ ନଗଦ ୨୨୬୦ ଟଙ୍କା ଅର୍ଥରାଶି ଜବତ କରିଛନ୍ତି।

ଏଥିସହିତ ପୁଲିସ୍ ୨ଜଣ ଯୁବକ ଜ୍ୟୋତିରଞ୍ଜନ ନାଥ ଓ ଅଭୟ କୁମାର ମହାପାତ୍ରଙ୍କୁ ଗିରଫ କରିବା ସହିତ ଦୋକାନଟିକୁ ସିଲ୍ କରିଥିବା ଜଣାଯାଇଛି।

Haryanvi Singer: ଉତ୍ତର ପ୍ରଦେଶର ଶାମଲୀରେ ହରିୟାଣଭୀ ଗାୟକ ଅଙ୍କିତ ବଲିୟାନଙ୍କୁ ଗୁଳି କରି ହତ୍ୟା, ଗୋଗୀ ଗ୍ୟାଙ୍ଗ୍ ନିଜକୁ ଦାୟୀ କଲା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)