Arjuna Award 2026: କେଏଲ୍‌ଏଚ୍‌ର ଛାତ୍ରଙ୍କୁ ଅର୍ଜୁନ ପୁରସ୍କାର

Nov 16, 2026 - 20:15
Arjuna Award 2026: କେଏଲ୍‌ଏଚ୍‌ର ଛାତ୍ରଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: କେଏଲ୍‌ ବିଶ୍ବବିଦ୍ୟାଳୟର କେଏଚ୍‌ଏଚ୍‌-ଅଜିଜାନଗର କ୍ୟାମ୍ପସର ବିସିଏ ଛାତ୍ର ଧନୁଷ ଶ୍ରୀକାନ୍ତଙ୍କୁ ବଧିର ବନ୍ଧୁକଚାଳନା ବର୍ଗରେ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି।

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ।

ଆହ୍ବାନକୁ ଅତିକ୍ରମ କରି ଜାତୀୟ ସ୍ତରରେ କ୍ରୀଡ଼ା କ୍ଷେତ୍ରର ସମ୍ମାନଜନକ ପୁରସ୍କାର ହାସଲ କରିଥିବାରୁ ଧନୁଷଙ୍କୁ ବିଶ୍ବବିଦ୍ୟାଳୟର ଭାଇସ୍‌ ଚାନ୍‌ସେଲର ଡକ୍ଟର ଜି ପାର୍ଥସାରଥୀ ପ୍ରଶଂସା କରିଛନ୍ତି।

Advertisment ବନ୍ଧୁକଚାଳନା ବର୍ଗରେ ଅର୍ଜୁନ ପୁରସ୍କାର ନିୟମିତ ପାଠପଢ଼ା ସହିତ କ୍ରୀଡ଼ାରେ ଏଭଳି କୃତିତ୍ବ ପାଇଁ ସେ ତାଙ୍କୁ ଏକ ଉଦାହରଣ ବୋଲି କହିଛନ୍ତି।

ବିଶ୍ବବିଦ୍ୟାଳୟର କ୍ରୀଡ଼ା ନିର୍ଦ୍ଦେଶକ ଡ.

କେ ହରି କିଶୋର କହିଛନ୍ତି ଯେ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଫି' ଉପରେ ୧୦୦% ରିହାତି ପ୍ରଦାନ କରାଯାଉଛି।

Cricket: ସୟଦ ମୁସ୍ତାକ ଅଲୀ‌ ଟ୍ବେଣ୍ଟି-୨୦: ପୁଣି ହାରିଲା ଓଡ଼ିଶା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)