Arjun Rampal: ୫୩ ବର୍ଷରେ ବିବାହ କଲେ ଅର୍ଜୁନ!

Aug 25, 2026 - 02:37
Arjun Rampal: ୫୩ ବର୍ଷରେ  ବିବାହ କଲେ ଅର୍ଜୁନ!

"ଚର୍ଚ୍ଚାରେ ଅଭିନେତା ଅର୍ଜୁନ ରାମପାଲ।

ସେ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଦୀର୍ଘ ୮ ବର୍ଷର ସମ୍ପର୍କ ପରେ ସେ ଗାବ୍ରିଏଲା ଡେମେଟ୍ରିଆଡେସ୍‌ଙ୍କୁ  କରିଛନ୍ତି ବିବାହ।

୨୦୧୮ ମସିହାରୁ ଏହି ଯୋଡ଼ି ଲିଭଇନ୍ ରେ ଥିଲେ।

ସେମାନଙ୍କର ପୂର୍ବରୁ ଦୁଇଟି ପୁଅ ମଧ୍ୟ ରହିଛନ୍ତି।

ତେବେ ଅଗଷ୍ଟ ୨୧ ତାରିଖରେ ଗୋଆରେ କିଛି ଘନିଷ୍ଠ ବନ୍ଧୁ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ହୋଇଥିବା ଜଣାପଡ଼ିଛି।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)