Anupama Singh: ପାକିସ୍ତାନକୁ ରାକ୍ଷସ କହିଥିବା ଅନୁପମା ସିଂହ କିଏ?
"ଜଣେ ନାରୀ କ"ଣ ବା କରିପାରିବ?
ଏହି ଚିନ୍ତାଧାରା ଆଜିବି ଅନେକଙ୍କ ମନରେ କେଉଁଠି ନା କେଉଁଠି ରହିଛି।
ନାରୀଶକ୍ତିର ଅସଂଖ୍ୟ ଉଦାହରଣ ଥିବା ସତ୍ତ୍ୱେ ସମାଜ ଆଜିବି ନାରୀଙ୍କୁ ଅବହେଳାର ଦୃଷ୍ଟିରେ ଦେଖେ।
କିନ୍ତୁ ପଙ୍କରେ ପଦ୍ମ ଫୁଟିବା ପରି କିଛି ମହାନ ନାରୀ ମାନେ ତାଙ୍କ ବ୍ୟକ୍ତିତ୍ୱ, କର୍ମ ଏବଂ ପ୍ରତିଭାରେ ଏହି ଧାରଣାକୁ ଭୁଲ ପ୍ରମାଣିତ କରିଦିଅନ୍ତି।
ଆଉ ସେହିପରି ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଅନୁପମା ସିଂହ।
ଜାତିସଂଘରେ ନିଜର ଶାଣିତ ଓ ଦୃଢ଼ ସ୍ୱରରେ ସେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଜେନେଭାରେ ଆୟୋଜିତ ଜାତିସଂଘ ମାନବାଧିକାର ପରିଷଦର ୬୨ତମ ଅଧିବେଶନରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ଅନୁପମା ସିଂହ ପାକିସ୍ତାନ ଉପରେ କଡ଼ା ପ୍ରହାର କରିଥିଲେ।
କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ପ୍ରତ୍ୟେକ ଅଭିଯୋଗର ସେ ଦୃଢ଼ ଯୁକ୍ତି ଉପସ୍ଥାପନା କରି ବୈଠକରେ ସେ ଇସଲାମାବାଦକୁ ଭସ୍ମାସୁର ରାଷ୍ଟ୍ର ବୋଲି କହିଥିଲେ।
କାଶ୍ମୀର ପ୍ରସଙ୍ଗ ଉଠାଇ ସେ ସିଧାସଳଖ ପାକିସ୍ତାନକୁ ଟାର୍ଗେଟ କରିଥିଲେ।
ତାଙ୍କ ଯୁକ୍ତିରେ ପାକିସ୍ତାନୀ ପ୍ରତିନିଧିମାନଙ୍କ ପାଟି ପୂରା ଚୁପ ହୋଇଯାଇଥିଲା।
ତେବେ କିଏ ଏହି ଅନୁପମା ସିଂହ ?
କେତେ ସେ ଦରମା ପାଆନ୍ତି?
ଆସନ୍ତୁ ଜାଣିବା।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।