Offer: ଡୁରିଆନ୍ରେ ୬୦% ପର୍ଯ୍ୟନ୍ତ ରିହାତି
"ଭୁବନେଶ୍ବର: ହୋମ୍ ଫର୍ଣ୍ଣିଚର କ୍ଷେତ୍ରର ଅଗ୍ରଣୀ ବ୍ରାଣ୍ଡ୍ ଡୁରିଆନ୍ ପକ୍ଷରୁ ବିଭିନ୍ନ ପ୍ରକାର ଆସବାବପତ୍ର ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି।
ଏହି ଅଫର ଚଳିତ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ।
ଏଥିରେ ଗ୍ରାହକମାନେ ସୋଫା, ବେଡ୍, କିଙ୍ଗ ସାଇଜ୍ ବେଡ୍, ଡାଇନିଂ ଟେବୁଲ୍ ଓ ଅନ୍ୟାନ୍ୟ ଘରୋଇ ଆସବାବପତ୍ର ଉପରେ ଆକର୍ଷଣୀୟ ରିହାତି ପାଇପାରିବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
ଏହା ବ୍ୟତୀତ ଗ୍ରାହକମାନଙ୍କ ପାଇଁ ବିଭିନ୍ନ କମ୍ପାନିର କାର୍ଡ ଓ ଫାଇନାନ୍ସ ସୁବିଧା ମଧ୍ୟ ରହିଛି।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।