Ambulance Driver: ଆମ୍ବୁଲାନ୍ସ ଚାଳକଙ୍କ ଝୁଲନ୍ତା ଶବ ଉଦ୍ଧାର

Aug 25, 2026 - 15:02
Ambulance Driver: ଆମ୍ବୁଲାନ୍ସ ଚାଳକଙ୍କ ଝୁଲନ୍ତା ଶବ ଉଦ୍ଧାର

"ରାଉରକେଲା: ଆରଏସପି କ୍ୱାର୍ଟ୍ସରୁ ଆମ୍ବୁଲାନ୍ସ ଚାଳକଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି l ମୃତକ ହେଲେ ରାକେଶ ପାତ୍ର (୪୯))l ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି l ସେକ୍ଟର - ୩ ଥାନା ଅନ୍ତର୍ଗତ ଏକ ନମ୍ୱର ସେକ୍ଟର -1- E- 1 କ୍ଵାର୍ଟର ରେ ଏହି ଘଟଣା ଘଟିଛି lAdvertisment ଥାନାରେ ଅଭିଯୋଗ  ସ୍ତ୍ରୀ କୁନି ପାତ୍ର ଏନେଇ ଥାନାରେ ଅଭିଯୋଗ କରିଛନ୍ତି l ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Snakebite: ସର୍ପାଘାତରେ ଅଜା-ନାତି ମୃତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)