Accident: ପାରଦୀପରୁ ସିଙ୍ଗାପୁର ଯାଉଥିଲା ମାଲବାହୀ ଜାହାଜ, ମଝି ସମୁଦ୍ରରେ ବୁଡ଼ିଗଲା

Aug 22, 2026 - 20:44
Accident: ପାରଦୀପରୁ ସିଙ୍ଗାପୁର ଯାଉଥିଲା ମାଲବାହୀ ଜାହାଜ, ମଝି ସମୁଦ୍ରରେ ବୁଡ଼ିଗଲା

"ଜଗତସିଂହପୁର (ଶୁଭକାନ୍ତ ପଢ଼ିଆରୀ): ପାରାଦୀପରେ ବଡ଼ ଅଘଟଣ ଘଟିଛି।

ମଝି ସମୁଦ୍ରରେ ମାଲବାହୀ ଜାହାଜ ବୁଡ଼ିଯାଇଛି।

ଏହି ଜାହାଜଟି ପାନାମାର ବୋଲି ଜଣାପଡ଼ିଛି।

ଏଥିରେ ୨୪ ଜଣ କ୍ରୁ ସଦସ୍ୟ ଥିଲେ।

ସେମାନଙ୍କ ମଧ୍ୟରୁ ଅଧିକାଂଶ ଚୀନ୍‌ର ନାଗରିକ ବୋଲି ଜଣାପଡ଼ିଛି।

Advertisment ସୂଚନାଯୋଗ୍ୟ, ଜାହାଜଟି ପାରାଦୀପରୁ ସିଙ୍ଗାପୁର ଯାଉଥିଲା।

ଏହି ଜାହାଜଟି ଗତ ୨୦ ତାରିଖରେ ପାରାଦୀପରେ ପହଂଚିଥିଲା।

ପାରାଦୀପରୁ ୨ଶହ ନଟିକାଲ୍ସ ମାଇଲ ଯିବାପରେ ବୁଡ଼ି ଯାଇଛି।

ଆଇରନ୍ ଓର୍ ନେଇ ଯାଉଥିଲା ଜାହାଜ।

ଓଡ଼ିଶା ତଟରକ୍ଷୀ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି।

Strait Of Hormuz: ହର୍ମୁଜ ପ୍ରଣାଳୀରେ ମାଲବାହୀ ଜାହାଜ ଉପରେ ଇରାନର ଆକ୍ରମଣ ଏହି ଖବର କ୍ରମାଗତ ଭାବେ ଅପଡେଟ୍ କରାଯାଉଛି।

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ।

ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ।

ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପଡେଟ୍‌‌ କରୁଛୁ।

ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)