A Gold Watch for Sai Baba: ବାବାଙ୍କ ପାଇଁ ସୁନା ଘଣ୍ଟା
ଭକ୍ତିର କୌଣସି ସୀମା ନାହିଁ।
ଭଗବାନଙ୍କ ପ୍ରତି ମନରେ ଅଗାଢ଼ ଶ୍ରଦ୍ଧା ଓ ବିଶ୍ୱାସ ଥିଲେ ଭକ୍ତ ନିଜ ସାଧ୍ୟ ଅନୁସାରେ ଆରାଧ୍ୟଙ୍କୁ କିଛି ନା କିଛି ଅର୍ପଣ କରିଥାଏ।
ଆଉ ଏମିତି ଏକ ନିଆରା ଭକ୍ତିର ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପ୍ରସିଦ୍ଧ ଶିରିଡ଼ି ସାଇବାବାଙ୍କ ମନ୍ଦିରରେ।
ସାଇବାବାଙ୍କ ପ୍ରତି ଅତୁଟ ଆସ୍ଥା ଓ ଭଲପାଇବାର ପ୍ରତୀକ ସ୍ୱରୂପ ଜଣେ ଅଜ୍ଞାତ ଭକ୍ତ ପ୍ରାୟ ୯୧ ଲକ୍ଷ ଟଙ୍କା ମୂଲ୍ୟର ଏକ ମୂଲ୍ୟବାନ ଉପହାର ଅର୍ପଣ କରିଛନ୍ତି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
