80-km Green Corridor Ensures Lifesaving Treatment: ନାବାଳକର ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ, ଜୀବନ ବଞ୍ଚାଇବାକୁ ୮୦କିମି ଗ୍ରୀନ କରିଡର
ନାବାଳକର ଜୀବନ ବଞ୍ଚାଇବା ପାଇଁ ଗ୍ରୀନ କରିଡର। ୮୦ କିଲୋମିଟରର ଗ୍ରୀନ କରିଡର ପ୍ରସ୍ତୁତ କଲା କୃଷ୍ଣପ୍ରସାଦ ପୋଲିସ। ନାବାଳକର ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ। ଏବେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ହସପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ୫ଶ୍ରେଣୀ ଛାତ୍ର ପ୍ରଭୁପାଦ ଜେନା।
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ପଥରକଟା ଗାଁର ପ୍ରଭୁପାଦ ଜେନା। ସେ ସ୍କୁଲରୁ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା। ହଠାତ ସାଇକେଲରୁ ଖସିପଡିଥିଲେ ପ୍ରଭୁପାଦ। ଫଳରେ ସାଇକେଲ ହ୍ୟାଣ୍ଡେଲଟି ତାଙ୍କ ପେଟରେ ପଶିଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ପୁରୀ ଏସଡିପିଓ ଓ କୃଷ୍ଣପ୍ରସାଦ ପୋଲିସର ଉଦ୍ୟମରେ ଦୀର୍ଘ ୮୦ କିଲୋମିଟର ଟ୍ରାଫିକ ମୁକ୍ତ ଗ୍ରୀନ କରିଡର କରାଯାଇ ଏମକେସିଜିରେ ଭର୍ତ୍ତି କରାଯାଇଛି। ...
ଜୀବନ ବଞ୍ଚାଇବାକୁ ୮୦କିମି ଗ୍ରୀନ କରିଡର
ନାବାଳକର ଜୀବନ ବଞ୍ଚାଇବା ପାଇଁ ଗ୍ରୀନ କରିଡର
୮୦ କିମି ଗ୍ରୀନ କରିଡର ପ୍ରସ୍ତୁତ କଲା କୃଷ୍ଣପ୍ରସାଦ ପୋଲିସ
ନାବାଳକର ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ
ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର
ଗୁରୁତର ନାବାଳକ ପଥରକଟା ଗାଁର ପ୍ରଭୁପାଦ ଜେନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।