୯.୭.୨୦୨୬, ଗୁରୁବାର

ମେଷ: ସମ୍ମାନବୃଦ୍ଧି, ଅର୍ଥଲାଭ, ଶୁଭଖବର, ନୂତନ କର୍ମନିଯୁକ୍ତି, ସ୍ବାସ୍ଥ୍ୟଲାଭ, ଦାମ୍ପତ୍ୟଖୁସି, ଲୋକସମ୍ପର୍କ ବୃଦ୍ଧି, ଦୂରଯାତ୍ରା ସଫଳ, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୧୦, ଆରାଧନା-ମା’ ଭଗବତୀ
ବୃଷ: ବ୍ୟବସାୟରେ ସ୍ବଳ୍ପଲାଭ, ଦୂରଯାତ୍ରା, ଶୁଭଖବର, ଗୃହେ ଶୁଭ ଅାଲୋଚନା, ବନ୍ଧୁଗୃହେ ଯାତ୍ରା, ଶରୀର ସୁସ୍ଥ, ଦାମ୍ପତ୍ୟଖୁସି, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୭, ଆରାଧନା-ପ୍ରଭୁ ହନୁମାନ
ମିଥୁନ: ଶତ୍ରୁସମସ୍ୟା, ପାରିବାରିକ ସହଯୋଗ, ଦେବଦର୍ଶନ, ବନ୍ଧୁଲାଭ, ଶରୀର ସୁସ୍ଥ, ଶୁଭଖବର, କିଛିକାର୍ଯ୍ୟରେ ଅପମାନ, ସମ୍ପତ୍ତିଲାଭ, ସନ୍ତାନଖୁସି, ଯାତ୍ରା ସଫଳ, ବନ୍ଧୁସାହାଯ୍ୟ, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା-ପ୍ରଭୁ ଜଗନ୍ନାଥ
କର୍କଟ: କର୍ମକ୍ଷେତ୍ରେ ସଫଳ, ସମ୍ମାନବୃଦ୍ଧି, ଶୁଭ ଅାଲୋଚନା, ଦୂରଯାତ୍ରାରେ ସତର୍କ, ଲୋକସମ୍ପର୍କବୃଦ୍ଧି, ବିବାଦ ସମାଧାନ, ବନ୍ଧୁଗୃହେ ଯାତ୍ରା, ସନ୍ତାନଖୁସି, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା-ପ୍ରଭୁ େଲାକନାଥ
ସିଂହ: ହେବାକାର୍ଯ୍ୟ ବିଳମ୍ବ, ବନ୍ଧୁବିରୋଧ, ଅଯଥା ଚିନ୍ତା, ଅର୍ଥସମସ୍ୟା, ବ୍ୟବସାୟିକ ଖୁସି, ଦାମ୍ପତ୍ୟସୁଖ, ଦେବଦର୍ଶନ,ସ୍ବାସ୍ଥ୍ୟଲାଭ, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୭, ଆରାଧନା-ମା’ ମହାଲକ୍ଷ୍ମୀ
କନ୍ୟା: ଶରୀର କଷ୍ଟ, ଅଯଥା ଖର୍ଚ୍ଚାନ୍ତ, ପରିଭ୍ରମଣଯୋଗ, ବ୍ୟକ୍ତିସାହାଯ୍ୟ, ବନ୍ଧଲାଭ, ଦାମ୍ପତ୍ୟଖୁସି, ଶତ୍ରୁକଷ୍ଟ, ହେବାକାର୍ଯ୍ୟ ବିଳମ୍ବ, ବାଣିଜ୍ୟେ ଲାଭ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୪, ଆରାଧନା-ମା’ ବଗଳାମୁଖୀ
ତୁଳା: ମାନସିକ ଶାନ୍ତି, ଶରୀର ପୀଡ଼ା, ଲୋକସମ୍ପର୍କବୃଦ୍ଧି, ଆଶା ସଫଳ, ଦେବଦର୍ଶନ, ସୁମିଷ୍ଠ ଭୋଜନ, ଅର୍ଥଲାଭ, ଦ୍ରବ୍ୟପ୍ରାପ୍ତି, ଦାମ୍ପତ୍ୟକଳହ, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୮, ଆରାଧନା-ଶଙ୍କର ଭଗବାନ
ବିଛା: କିଛି କାର୍ଯ୍ୟରେ ଅସନ୍ତୋଷ, ବ୍ୟବସାୟିକ ଖୁସି, ବନ୍ଧୁସାହାଯ୍ୟ, ଶରୀର ସୁସ୍ଥ, ସମ୍ପତ୍ତିଲାଭ, ଅଯଥା କଳହ, ଶୁଭ ଅାଲୋଚନା, ଦ୍ରବ୍ୟଲାଭ, ମାମଲା ସମାଧାନ, ଭ୍ରମଣଯୋଗ, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଖଇରି, ସଂଖ୍ୟା-୭, ଆରାଧନା-ଭଗବାନ ବିଷ୍ଣୁ
ଧନୁ: ସ୍ବାସ୍ଥ୍ୟକୁ ନେଇ ଚିନ୍ତା, କର୍ମକ୍ଷେତ୍ରେ ଶାନ୍ତି, ଶୁଭଖବର, ଦୂରଯାତ୍ରାରେ ବାଧା, ଲୋକସମ୍ପର୍କ ବୃଦ୍ଧି, ଆୟବ୍ୟୟରେ ସମାନତା, ଶତ୍ରୁସମସ୍ୟା, ଦାମ୍ପତ୍ୟକଳହ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା-ଗାଈକୁ ଖାଇବାକୁ ଦିଅନ୍ତୁ
ମକର: କଥାବାର୍ତ୍ତାରେ ସମତା ରଖନ୍ତୁ, ବ୍ୟବସାୟରେ ଲାଭ, ଦୂରଯାତ୍ରା, ଅଯଥା ଖର୍ଚ୍ଚାନ୍ତ, ସନ୍ତାନଖୁସି, ଶତ୍ରୁକଷ୍ଟ, ବନ୍ଧୁଲାଭ, ବିଦେଶଗ୍ରସ୍ତ, ନୂତନ କର୍ମନିଯୁକ୍ତି, ସୁମିଷ୍ଠ ଭୋଜନ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୮, ଆରାଧନା-ମା’ ମଙ୍ଗଳା
କୁମ୍ଭ: କର୍ମକ୍ଷେତ୍ରେ ପ୍ରଶଂସା, ଶୁଭଖବର, ବନ୍ଧୁଲାଭ, ଅର୍ଥପ୍ରାପ୍ତି, କର୍ମନିଯୁକ୍ତି, ଯାତ୍ରା ସଫଳ, ବାଣିଜ୍ୟରେ ଲାଭ, ଦୂରଯାତ୍ରା ସଫଳ, ଶତ୍ରୁସମସ୍ୟା ସମାଧାନ, ସନ୍ତାନଲାଭ,,ପୂର୍ବଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୯, ଆରାଧନା-ପ୍ରଭୁ ରାଧାବହ୍ଲଭ
ମୀନ: କିଛି କାର୍ଯ୍ୟରେ ବିରୋଧ, ସମ୍ପର୍କହାନି, ବ୍ୟବସାୟରେ ସ୍ବଳ୍ପଲାଭ, ସ୍ବାସ୍ଥ୍ୟଲାଭ, ବ୍ୟକ୍ତିସାହାଯ୍ୟ, ନୂତନ କର୍ମଆରମ୍ଭ, ଗାଡ଼ିଚାଳନାରେ ସାବଧାନ, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା-ମା’ ଗୌରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।