୮.୭.୨୦୨୬, ବୁଧବାର

Jul 08, 2026 - 16:19
୮.୭.୨୦୨୬, ବୁଧବାର

 

ମେଷ: ସମ୍ପର୍କହାନି, କାର୍ଯ୍ୟରେ ବିଳମ୍ବ, ବିଶିଷ୍ଠ କାର୍ଯ୍ୟରେ ଶାନ୍ତି, ବ୍ୟବସାୟିକ ଖୁସି, ଲୋକସମ୍ପର୍କ ବୃଦ୍ଧି, ବ୍ୟକ୍ତିସାହାଯ୍ୟ, ଭ୍ରମଣସୁଖ, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା-ମହାଲକ୍ଷ୍ମୀ

ବୃଷ: ଆର୍ଥିକଲାଭ, ଅନୁଷ୍ଠାନରୁ ଲାଭ, ବ୍ୟବସାୟିକ ଖୁସି, ଲୋକସମ୍ପର୍କ ବୃଦ୍ଧି, ଯାତ୍ରା ସଫଳ, ଦାମ୍ପତ୍ୟଖୁସି, ଶତ୍ରୁ ପରାଜିତ, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ପ୍ରଭୁ ଜଗନ୍ନାଥ

ମିଥୁନ: ବ୍ୟବସାୟିକ ଖୁସି, ସମ୍ମାନଲାଭ, ଯାତ୍ରା ସଫଳ, ଶତ୍ରୁ ପରାଜିତ, ଦ୍ରବ୍ୟଲାଭ, ସନ୍ତାନଖୁସି, ଶରୀର ସୁସ୍ଥ, ବନ୍ଧୁଲାଭ,  ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-, ଆରାଧନା-ମାଭଗବତୀ

କର୍କଟ: ନୂତନ ସହଯୋଗ, େହବାକାର୍ଯ୍ୟ ବିଳମ୍ବ, ବନ୍ଧୁସହଯୋଗ, ଦେବଦର୍ଶନ, ଅନୁଷ୍ଠାନରୁ ଲାଭ, ଶତ୍ରୁସମସ୍ୟା, ବାଣିଜ୍ୟେ ଲାଭ, ଦାମ୍ପତ୍ୟଖୁସି, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-,  ଆରାଧନା-ମା’  ମଙ୍ଗଳା

ସିଂହ: ଶତ୍ରୁସମସ୍ୟା, ବ୍ୟବସାୟିକ କଷ୍ଟ, ଅର୍ଥଲାଭ, ଶରୀର ଅସୁସ୍ଥ, ମାନସିକ କଷ୍ଟ, ନୂତନବନ୍ଧୁଲାଭ, ନୂତନ କର୍ମଆରମ୍ଭ, ପିଲାଙ୍କଚିନ୍ତା, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମାବୃନ୍ଦାବତୀ

କନ୍ୟା: ଅର୍ଥଲାଭ, ଅନୁଷ୍ଠାନରୁ ଲାଭ, ନୂତନ ସମ୍ପର୍କବୃଦ୍ଧି, ଦେବଦର୍ଶନ, ଦୂରଯାତ୍ରା ସଫଳ, ସ୍ବାସ୍ଥ୍ୟଲାଭ, ନୂତନ ନିଯୁକ୍ତି, ପାରିବାରିକ ସାହାଯ୍ୟ, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-,  ଆରାଧନା-ପ୍ରଭୁ ନୃସିଂହ

ତୁଳା: ନୂତନଆୟ, ଶୁଭଖବର, ପାରିବାରିକ ସୁଖ, ଲୋକସମ୍ପର୍କ ବୃଦ୍ଧି, ସମ୍ପତ୍ତିଲାଭ, ଦାମ୍ପତ୍ୟଖୁସି, ଅର୍ଥଲାଭ, ଅଯଥା ଅଶାନ୍ତି, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

ବିଛା: ସନ୍ତାନଚିନ୍ତା, ନୂତନ କର୍ମନିଯୁକ୍ତି, ଅର୍ଥଲାଭ, ଶୁଭଖବର, ଲୋକସମ୍ପର୍କ ହାନି, ବନ୍ଧୁଦର୍ଶନ, ପାରିବାରିକ କଳହ, ଦ୍ରବ୍ୟଲାଭ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-,  ଆରାଧନା-ଭଗବାନ ବିଷ୍ଣୁ

ଧନୁ: ପାରିବାରିକ କଳହ, ମାନସିକ ଅଶାନ୍ତି, ନୂତନ ଅାୟ, ଦୂରଯାତ୍ରା, ବ୍ୟବସାୟିକ କଷ୍ଟ, କର୍ମକ୍ଷେତ୍ରେ ସନ୍ତୁଷ୍ଟ, ବନ୍ଧୁଲାଭ, ହେବାକାର୍ଯ୍ୟ ବିଳମ୍ବ, ଶତ୍ରୁସମସ୍ୟା, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା-ପ୍ରଭୁ ଲିଙ୍ଗରାଜ

ମକର: ନୂତନ ସହଯୋଗ, ଅର୍ଥଲାଭ, ବନ୍ଧୁଗୃହେ ଯାତ୍ରା, ଲୋକସମ୍ପର୍କ ବୃଦ୍ଧି, ଯାତ୍ରା ସଫଳ, ଦ୍ରବ୍ୟଲାଭ, ଦେବଦର୍ଶନ, ଶତ୍ରୁ ପରାଜିତ, ଶୁଭଖବର, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-, ଆରାଧନା-ମାଗୌରୀ

କୁମ୍ଭ: ଶୁଭକାର୍ଯ୍ୟରେ ଧନବ୍ୟୟ, ଦୂରଯାତ୍ରା, ସମ୍ମାନବୃଦ୍ଧି, ବନ୍ଧୁଗୃହେ ଯାତ୍ରା, ଅର୍ଥ ସମସ୍ୟା, ବ୍ୟବସାୟରେ ସ୍ବଳ୍ପଲାଭ, ଦାମ୍ପତ୍ୟସୁଖ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-, ଆରାଧନା-ମାଭଗବତୀ

ମୀନ: ଲୋକସମ୍ପର୍କ ବୃଦ୍ଧି, ଶୁଭଖବର, ଅର୍ଥଲାଭ, ସମ୍ପତ୍ତିଲାଭ, ଦାମ୍ପତ୍ୟସୁଖ, ସୁସମାଚାର, ସ୍ବାଦିଷ୍ଠ  ଭୋଜନ, ଶତ୍ରୁ ପରାଜିତ, ଉତ୍ତରଭାଦ୍ର  ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ମାବାଟମଙ୍ଗଳା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।