୭.୭.୨୦୨୬, ମଙ୍ଗଳବାର

Jul 07, 2026 - 07:07
୭.୭.୨୦୨୬, ମଙ୍ଗଳବାର

 

ମେଷ: କାର୍ଯ୍ୟରେ ଖୁସି, ଅର୍ଥଲାଭ, ଦୂରଯାତ୍ରା, ମାନସିକ ଶାନ୍ତି, ବନ୍ଧୁଲାଭ, ବ୍ୟବସାୟରେ ଲାଭ, ଶତ୍ରୁ ପରାଜିତ, ବନ୍ଧୁମିଳନ, ଦ୍ବିଜା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା-ପ୍ରଭୁ ହନୁମାନ

ବୃଷ: ଖୁସିଦିନ, କର୍ମକ୍ଷେତ୍ରେ ଶାନ୍ତି, ଅନୁଷ୍ଠାନରୁ ଲାଭ, ସ୍ବାଦିଷ୍ଠ ଭୋଜନ, ନୂତନ କାର୍ଯ୍ୟରେ ଯୋଗଦାନ, ଶତ୍ରୁସମସ୍ୟା, ଲୋକସମ୍ପର୍କ ବୃଦ୍ଧି, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମାମହାଲକ୍ଷ୍ମୀ

ମିଥୁନ: ବ୍ୟବସାୟରେ ଲାଭ, ଅର୍ଥଲାଭ, ଶତ୍ରୁସମସ୍ୟା, ପାରିବାରିକ ଶାନ୍ତି, ନୂତନ କର୍ମଆରମ୍ଭ, ସମ୍ପତ୍ତିଲାଭ, ବିଶିଷ୍ଠ ବ୍ୟକ୍ତି ସହଯୋଗ, ବନ୍ଧୁସମସ୍ୟା, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-, ଆରାଧନା-ମାଭଗବତୀ

କର୍କଟ: ସମ୍ମାନଲାଭ, ବ୍ୟବସାୟରେ ଲାଭ, ଲୋକସମ୍ପର୍କ ବୃଦ୍ଧି, ବ୍ୟକ୍ତି ସହାୟତା, ପାରିବାରିକ ଖୁସି, ଶତ୍ରୁ ପରାଜିତ, ଅର୍ଥସୁଖ, ପୂଜାରେ ଆନନ୍ଦ, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-,  ଆରାଧନା-ଲକ୍ଷ୍ମୀନାରାୟଣ

ସିଂହ: ସନ୍ତାନଖୁସି, କର୍ମେ ଅଶାନ୍ତି, ବ୍ୟବସାୟରେ ଲାଭ,  େଲାକସମ୍ପର୍କ ବୃଦ୍ଧି,  ଶୁଭ ଅାଲୋଚନା, ଅଯଥା ବିବାଦ, ଗୃହେ ଉତ୍ସବ, ପୂର୍ବାପାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମାଭଗବତୀ

କନ୍ୟା: ପାରିବାରିକ ଖୁସି, ଦ୍ରବ୍ୟଲାଭ, ବ୍ୟକ୍ତିସାହାଯ୍ୟ, ଶୁଭଖବର, ସାମାନ୍ୟ ଅର୍ଥଚିନ୍ତା, ଶତ୍ରୁସମସ୍ୟା, ସନ୍ତାନଲାଭ, ବ୍ୟବସାୟରେ କଷ୍ଟ, ଦୂରଯାତ୍ରାରେ ସତର୍କ, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-,  ଆରାଧନା-ଗ୍ରାମଦେବତୀ

ତୁଳା: ମାନସିକ କଷ୍ଟ, ହେବାକାର୍ଯ୍ୟ ବିଳମ୍ବ,  ଅର୍ଥସମସ୍ୟା, ବନ୍ଧୁସାହାଯ୍ୟ, ନୂତନ କର୍ମଆରମ୍ଭ, ପାରିବାରିକ ସାହାଯ୍ୟ, ଦାମ୍ପତ୍ୟକଳହ, କର୍ମକ୍ଷେତ୍ରେ ଶାନ୍ତି, ଶୁଭଖବର,ବ୍ୟବସାୟରେ ସନ୍ତୁଷ୍ଟ,  ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-, ଆରାଧନା-ପ୍ରଭୁ ହନୁମାନ

ବିଛା: ଅଯଥା ବିବାଦ, ଅର୍ଥକୁ ନେଇ କଳହ, କର୍ମକ୍ଷେତ୍ରେ ଶାନ୍ତି, ବିଶିଷ୍ଠ କାର୍ଯ୍ୟରେ ଲାଭ, ଶୁଭଖବର, ବ୍ୟବସାୟରେ ସନ୍ତୁଷ୍ଟ, ଦୂରଯାତ୍ରା ସଫଳ, ସନ୍ତାନଖୁସି, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-,  ଆରାଧନା-ଭଗବାନ ବିଷ୍ଣୁ

ଧନୁ: ନୂତନ କର୍ମନିଯୁକ୍ତି, ସନ୍ତାନ ସମସ୍ୟା, ଅର୍ଥଚିନ୍ତା, ସମ୍ପତ୍ତିବିବାଦ, ଦୂରଯାତ୍ରାରେ ସତର୍କ, ଦ୍ରବ୍ୟଲାଭ, ବନ୍ଧୁସାହାଯ୍ୟ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ମାଗୌରୀ

ମକର: ସନ୍ତାନଲାଭ, ଶୁଭଖବର, ବ୍ୟବସାୟରେ ଉନ୍ନତି, ଦୂରଯାତ୍ରା ସଫଳ, ସମ୍ପତ୍ତିଲାଭ, ନୂତନ ବନ୍ଧୁଲାଭ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୧୦, ଆରାଧନା-ମାଦକ୍ଷିଣକାଳୀ

କୁମ୍ଭ: ଆୟବୃଦ୍ଧି, ଶୁଭଆଲୋଚନା, ଅଯଥା ଚିନ୍ତା, ଶରୀର ସୁସ୍ଥ, ଭ୍ରଭଣଯୋଗ, ପାରିବାରିକ ସାହାଯ୍ୟ, ନୂତନ କର୍ମଆରମ୍ଭ,  ପୂର୍ବଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

ମୀନ: ଦୂରଯାତ୍ରା ସଫଳ, ଦେବଦର୍ଶନ, ଦ୍ରବ୍ୟଲାଭ, ସମ୍ପତ୍ତିଳାଭ, ବନ୍ଧୁଲାଭ, ସମ୍ମାନବୃଦ୍ଧି, ନୂତନ କର୍ମଆରମ୍ଭ, ଶରୀର ସୁସ୍ଥ, ଶତ୍ରୁ ପରାଜିତ, ରେବତୀ  ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୨, ଆରାଧନା-ପ୍ରଭୁ ଜଗନ୍ନାଥ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।