୨.୮.୨୦୨୬ ରବିବାର
ମେଷ: ସୁସମ୍ପର୍କ ରହିବ, ଶରୀର ସୁସ୍ଥ, ଶୁଭ ଆଲୋଚନା, ଦ୍ରବ୍ୟ ଲାଭ, ପାରିବାରିକ ସାହାଯ୍ୟ, ଶତ୍ରୁ ସମସ୍ୟା, ସମ୍ପତ୍ତି ଲାଭ। ଦ୍ବିଜା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା8, ସଂଖ୍ୟା-୭, ଆରାଧନା- ପ୍ରଭୁ ଗଣେଶ
ବୃଷ: ଖୁସି ଖବର, ବିବାଦ ସମାଧାନ, କିଛି କାର୍ଯ୍ୟରେ ବିରୋଧ, ଲୋକସମ୍ପର୍କ ବୃଦ୍ଧ, ଦାମ୍ପତ୍ୟ ଖୁସି, ଦୂର ଯାତ୍ରା, ଅର୍ଥ ଲାଭ। ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୬, ଆରାଧନା- ମହାଲକ୍ଷ୍ମୀ
ମିଥୁନ: ଦେବକାର୍ଯ୍ୟରେ ଖୁସି, ଅଳ୍ପ ଲାଭ, ପାରିବାରିକ ଶାନ୍ତି, ଶତ୍ରୁ ପରାଜିତ, ଶୁଭ ସମାଚାର, କର୍ମକ୍ଷେତ୍ରରେ ଶାନ୍ତି, ନୂତନ ବନ୍ଧୁଲାଭ, ବିଦ୍ୟାରେ ସଫଳତା। ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୮, ଆରାଧନା- ପ୍ରଭୁ ହନୁମାନ
କର୍କଟ: ଅଯଥା ଖର୍ଚ୍ଚ, ମାନସିକ ଶାନ୍ତି, ବ୍ୟବସାୟରେ ସଫଳ, ଦୂର ଯାତ୍ରାରେ ଖୁସି, ବନ୍ଧୁ ଲାଭ, ଶତ୍ରୁ ସମସ୍ୟା, ଶରୀର ସୁସ୍ଥ, ସନ୍ତାନ ଖୁସି। ପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୯, ଆରାଧନା- ଶଙ୍କର ଭଗବାନ
ସିଂହ: ସହଯୋଗ ମିଳିବ, ଅର୍ଥ ଲାଭ, ଲୋକସମ୍ପର୍କ ବୃଦ୍ଧି, ଶରୀର ସୁସ୍ଥ, ଗୃହେ ଶୁଭ ଆଲୋଚନା, ସ୍ବଜନ ବିବାଦ, କର୍ମେ ପରିଶ୍ରମ, ଗୃହେ ଉତ୍ସବ, ବନ୍ଧୁ ଲାଭ, ଦାମ୍ପତ୍ୟ ଖୁସି। ପୂର୍ବାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୮, ଆରାଧନା-ମା’ ଭୁବନେଶ୍ବରୀ
କନ୍ୟା: ସମ୍ମାନ ମିଳିବ, ଶତ୍ରୁ ପରାଜିତ, କର୍ମକ୍ଷେତ୍ରରେ କଷ୍ଟ, େଲାକସମ୍ପର୍କ ବୃଦ୍ଧ, ଯାତ୍ରା ସଫଳ, ସୁମିଷ୍ଟ ଭୋଜନ, ଅର୍ଥ ଲାଭ, ବିଦ୍ୟାରେ ସଫଳତା, ଗୃହେ ଅତିଥÒ ଚର୍ଚ୍ଚା। ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶି, ସଂଖ୍ୟା-୬, ଆରାଧନା- ଲୋକନାଥ ମହାପ୍ରଭୁ।
ତୁଳା: ଗବେଷଣାରେ ସଫଳ, ବନ୍ଧୁ ସହାୟତା, କିଛି କାର୍ଯ୍ୟରେ ଅଶାନ୍ତି, ପାରିବାରିକ ସହଯୋଗ, ସନ୍ତାନ ଖୁସି, କଳହ ସମାଧାନ, ନୂତନ ଖବର, ଶତ୍ରୁ ସମସ୍ୟା, ଅଳ୍ପ ଲାଭ। ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଦାମି, ସଂଖ୍ୟା-୮, ଆରାଧନା- ମା’ ଭଗବତୀ
ବିଛା: ବନ୍ଧୁ ମନାନ୍ତର, କର୍ମକ୍ଷେତ୍ରରେ ଅଶାନ୍ତି, ଶରୀର ସୁସ୍ଥ, ଦୂର ଯାତ୍ରା, ଅନୁଷ୍ଠାନରୁ ଲାଭ, ଗାଡ଼ି ଚାଳନାରେ ସତର୍କ, ପେଟ ସମସ୍ୟା। ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା- ପ୍ରଭୁ ଜଗନ୍ନାଥ
ଧନୁ: ଅର୍ଥ ଲାଭ, ଶୁଭ ଖବର, ମାନସିକ ଶାନ୍ତି, କର୍ମକ୍ଷେତ୍ରରେ ପ୍ରଶଂସା, କଳହ ସମାଧାନ, ଶାରୀରିକ ସୁସ୍ଥ, ନୂତନ ବାଣିଜ୍ୟ ଆରମ୍ଭ, ଶତ୍ରୁ ପରାଜିତ। ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୭, ଆରାଧନା- ପ୍ରଭୁ ରାଧାବଲ୍ଲଭ
ମକର: ମାନସିକ ଉଦବେଗ, ଶରୀର ସୁସ୍ଥ, ହେବା କାର୍ଯ୍ୟରେ ବିଳମ୍ବ, ଲୋକସମ୍ପର୍କ ବୃଦ୍ଧ, ଅଯଥା ଖର୍ଚ୍ଚ, ଦ୍ରବ୍ୟ ନଷ୍ଟ, ଦାମ୍ପତ୍ୟ କଳହ, ସନ୍ତାନ ଚିନ୍ତା, ବହୁ ପରିଶ୍ରମ। ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୮, ଆରାଧନା- ଲକ୍ଷ୍ମୀନାରାୟଣ
କୁମ୍ଭ: ଖୁସିର ଦିନ, ମାନସିକ ଶାନ୍ତି, ଶୁଭ ଖବର, ଅର୍ଥ ଲାଭ, ସମ୍ପର୍କରେ ଉନ୍ନତି , ବନ୍ଧୁ ସହଯୋଗ, ଶରୀର ସୁସ୍ଥ, ଶୁଭ ଆଲୋଚନା, ଦାମ୍ପତ୍ୟ ଖୁସି।
ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣୀ, ସଂଖ୍ୟା-୧୦, ଆରାଧନା- ଶଙ୍କର ଭଗବାନ।
ମୀନ: ଶରୀର ଅସୁସ୍ଥ, ମାନସିକ କଷ୍ଟ, ବନ୍ଧୁ ଲାଭ, ବିଶିଷ୍ଟ ବ୍ୟକ୍ତି ସାହାଯ୍ୟ, ପାରିବାରିକ ସହଯୋଗ, ଦୂର ଯାତ୍ରାରେ କଷ୍ଟ, ସନ୍ତାନ ଖୁସି, ଅଯଥା ଖର୍ଚ୍ଚ, ଶୁଭ ଖବର, ସୁମିଷ୍ଟ ଭୋଜନ। ଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୪, ଆରାଧନା- ମା’ ଉଗ୍ରତାରା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।