୧.୭.୨୦୨୬, ବୁଧବାର

ମେଷ: ସମ୍ମାନବୃଦ୍ଧି, ବ୍ୟବସାୟରେ ସ୍ବଳ୍ପ ଲାଭ, ଗୁରୁଜନେ ଦ୍ବନ୍ଦ୍ବ, ଲୋକସମ୍ପର୍କ ବୃଦ୍ଧି, ଉଚ୍ଚଆଶା ବିଫଳ, ଶରୀର ସୁସ୍ଥ, ଦୂରଯାତ୍ରା, ନୂତନ କାର୍ଯ୍ୟ ଅାରମ୍ଭ, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା-ଲକ୍ଷ୍ମୀନାରାୟଣ
ବୃଷ: ଆୟରେ ଉନ୍ନତି, ପୁରାତନ ବିବାଦ, ବନ୍ଧୁଲାଭ, ଅାଶା ସଫଳ, ଭୂସମ୍ପତ୍ତିଲାଭ, ସନ୍ତାନଖୁସି, ଗୃହଶତ୍ରୁ ସମସ୍ୟା, ନୂତନ କାର୍ଯ୍ୟରେ ଲାଭ, ପଦୋନ୍ନତି, ମାନସମ୍ମାନ ପ୍ରାପ୍ତି, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୦, ଆରାଧନା-ମହାଲକ୍ଷ୍ମୀ
ମିଥୁନ: ମନସ୍ତାପ, କାର୍ଯ୍ୟରେ ବିରୋଧ. ବ୍ୟବସାୟରେ ସ୍ବଳ୍ପ ଲାଭ, ବିଦ୍ୟାରେ ସଫଳ, ସନ୍ତାନ ଚିନ୍ତା, ବନ୍ଧୁ ବିରୋଧ, ଗାଡ଼ିଚାଳନାରେ ସତର୍କ, ମୋକଦ୍ଦମାରେ କଷ୍ଟ, ଅର୍ଥକଷ୍ଟ, ଦେବକାର୍ଯ୍ୟରେ ଆଗ୍ରହ, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା-ଶଙ୍କର ଭଗବାନ
କର୍କଟ: ପଦୋନ୍ନତି, ଶୁଭସମାଚାର, ବିଶିଷ୍ଠ କାର୍ଯ୍ୟରେ ଲାଭ, ଲୋକସମ୍ପର୍କ ବୃଦ୍ଧି, ଦୂରଯାତ୍ରା, ଅାଶା ସଫଳ, ଶରୀର ସୁସ୍ଥ, ପଦମର୍ଯ୍ୟାଦା ବୃଦ୍ଧି, ଅନୁଷ୍ଠାନରୁ ଲାଭ, ଦାମ୍ପତ୍ୟଖୁସି, ଶତ୍ରୁ ପରାଜିତ, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୯, ଆରାଧନା-ମା’ ଗ୍ରାମଦେବତୀ
ସିଂହ: ଧନଲାଭ, କାର୍ଯ୍ୟକ୍ଷେତ୍ରେ ବିରୋଧ, ନୂତନ କର୍ମଲାଭ, ବନ୍ଧୁସାହାଯ୍ୟ, ସମସ୍ୟା ସମାଧାନ, ଉଚ୍ଚଆଶାରେ ବାଧା, ଶତ୍ରୁସମସ୍ୟା, ମୋକଦ୍ଦମାରେ ବିଜୟ, ଦାମ୍ପତ୍ୟଖୁସି, ପୂର୍ବାପାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୭, ଆରାଧନା-ପ୍ରଭୁ ଜଗନ୍ନାଥ
କନ୍ୟା: କର୍ମେ ସୁଖÒ, ବ୍ୟବସାୟରେ ଲାଭ, ଶତ୍ରୁ ପରାଜିତ, ଲୋକସମ୍ପର୍କ ବୃଦ୍ଧି, ଶରୀର ସୁସ୍ଥ, ଧନଲାଭ, ଶୁଭସମାଚାର, ଆଶାରେ କଷ୍ଟ, ନୂତନ କାର୍ଯ୍ୟ ଅାରମ୍ଭ, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକଶି, ସଂଖ୍ୟା-୮, ଆରାଧନା-ପ୍ରଭୁ ହନୁମାନ
ତୁଳା: ଶତ୍ରୁସମସ୍ୟା, ମାନସିକ କଷ୍ଟ, ଅର୍ଥସମସ୍ୟା, ଦ୍ରବ୍ୟନଷ୍ଟ, ବନ୍ଧୁସହାୟତା, ସୁମିଷ୍ଠ େଭାଜନପ୍ରାପ୍ତି, ଦେବକାର୍ଯ୍ୟପ୍ରତି ଅାସକ୍ତ, ବିଦ୍ୟାରେ ଅସଫଳ, ପୁରାତନ େରାଗ, ଦୂରଯାତ୍ରା, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୭, ଆରାଧନା-ଗାଈକୁ ଖାଦ୍ୟ ଦିଅନ୍ତୁ
ବିଛା: ଖୁସିଖବର, ଶରୀର ସୁସ୍ଥ, ସମ୍ପତ୍ତିଲାଭ, ଉଚ୍ଚଆଶା ସଫଳ, ଶତ୍ରୁସମସ୍ୟା, ବନ୍ଧୁଲାଭ, ଯାତ୍ରାରେ ସତର୍କ, ସ୍ବଜନ ବିରୋଧ, ବ୍ୟବସାୟରେ ଲାଭ, ସନ୍ତାନଖୁସି, ଦାମ୍ପତ୍ୟକଳହ, ବ୍ୟକ୍ତିସହାୟତା, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୮, ଆରାଧନା-ଭଗବାନ ବିଷ୍ଣୁ
ଧନୁ: ଦ୍ରବ୍ୟଲାଭ, େଦବକାର୍ଯ୍ୟରେ ଅାଗ୍ରହ, ଅନୁଷ୍ଠାନରୁ ଲାଭ, ଧନଲାଭ, କର୍ମକ୍ଷେତ୍ରେ ସମସ୍ୟା, ବନ୍ଧୁଲାଭ, ଶୁଭଖବର, ଶତ୍ରୁରେ ବିଜୟ, ଶରୀର ସୁସ୍ଥ, ପାରିବାରିକ ବିରୋଧ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା-ଗୁରୁଜନଙ୍କ ସେବା
ମକର: ସନ୍ତାନସମସ୍ୟା, ଗୁପ୍ତଶତ୍ରୁ, ବ୍ୟବସାୟରେ ସ୍ବଳ୍ପଲାଭ, ବନ୍ଧୁସାହାଯ୍ୟ, ସ୍ବାସ୍ଥ୍ୟସମସ୍ୟା, ଦାମ୍ପତ୍ୟକଳହ, ମୋକଦ୍ଦମାରେ କଷ୍ଟ, ଶତ୍ରୁ ସମସ୍ୟା, ନୂତନ କାର୍ଯ୍ୟ ପ୍ରତି ଅାଗ୍ରହ, ଦୂରଯାତ୍ରା, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୫, ଆରାଧନା-ମା’ ଦକ୍ଷିଣକାଳୀ
କୁମ୍ଭ: ସମ୍ମାନଲାଭ, ବ୍ୟବସାୟରେ ଲାଭ, ଅଯଥା ଚିନ୍ତା, ଗୃହେ ସହଯୋଗ, ଦାମ୍ପତ୍ୟସୁଖ, ଶରୀର ଅସୁସ୍ଥ, ପଦମର୍ଯ୍ୟାଦା ଲାଭ, ସମ୍ପତ୍ତିସମସ୍ୟା, ନୂତନ ବନ୍ଧୁଲାଭ, ବିଦେଶଯାତ୍ରା, ସ୍ବାଦିଷ୍ଠ େଭାଜନପ୍ରାପ୍ତି, ଅର୍ଥଲାଭ, ପୂର୍ବାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୯, ଆରାଧନା-ପ୍ରଭୁ ବାସୁଦେବ
ମୀନ: କର୍ମକ୍ଷେତ୍ରେ ସହଯୋଗ, େଲାକସମ୍ପର୍କ, େଦବକାର୍ଯ୍ୟରେ ଖୁସି, ସମସ୍ୟା ସମାଧାନ, ବନ୍ଧୁଲାଭ, ଅର୍ଥପ୍ରାପ୍ତି, ସମ୍ପତ୍ତିବିଦ୍ରୋହ, ଭ୍ରମଣଯୋଗ, ବିଶିଷ୍ଠ କାର୍ଯ୍ୟରେ ଲାଭ, ଗୁପ୍ତଶତ୍ରୁ, ପିଲାଙ୍କଖୁସି, ବିଦ୍ୟାରେ ସଫଳତା, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୦, ଆରାଧନା-ମା’ ଶ୍ୟାମାକାଳୀ