୧୧.୭.୨୦୨୬, ଶନିବାର

Jul 11, 2026 - 15:55
୧୧.୭.୨୦୨୬, ଶନିବାର

ଆଷାଢ଼ କୃଷ୍ଣପକ୍ଷ ଏକାଦଶୀ

ମେଷ: ସମ୍ପର୍କ ହାନି, ଅର୍ଥସମସ୍ୟା, ଶତ୍ରୁସମସ୍ୟା, ଶରୀର ସୁସ୍ଥ, ଦୂରଯାତ୍ରା ବ୍ୟବସାୟରେ ଶତ୍ରୁତା, ବନ୍ଧୁଲାଭ, ସନ୍ତାଖୁସି, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମାମହାଲକ୍ଷ୍ମୀ

ବୃଷ: ଭ୍ରମଣକଷ୍ଟ, ନୂତନ କାର୍ଯ୍ୟରେ ଲାଭ, କର୍ମକ୍ଷେତ୍ରେ ସଫଳ, ପଦବୀଲାଭ, ଅନୁଷ୍ଠାନରୁ ଖୁସି, ମନ ଅସ୍ଥିର, ବନ୍ଧୁଲାଭ, ଅର୍ଥସମସ୍ୟା,ସମ୍ପତ୍ତିଲାଭ, ଶୁଭଖବର, ବିଦ୍ୟାରେ ସଫଳ,  କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ମାଭୁବନେଶ୍ବରୀ

ମିଥୁନ: କାର୍ଯ୍ୟରେ ସଫଳ, ନୂତନ ବନ୍ଧୁଲାଭ, ଶତ୍ରୁ ପରାଜିତ, ସମ୍ପତ୍ତିଲାଭ, ବ୍ୟବସାୟିକ ଖୁସି,  ଶରୀର ସୁସ୍ଥ, ବିଶିଷ୍ଠ କାର୍ଯ୍ୟରେ ସଫଳ, ପୁରାତନ ବିବାଦ ସମାଧାନ, ଅର୍ଥଲାଭ, ସନ୍ତାନପ୍ରାପ୍ତି, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମାଗୌରୀ

କର୍କଟ: ଅର୍ଥସମସ୍ୟା, ଦୂରଯାତ୍ରା, ଅନୁଷ୍ଠାନରୁ ଲାଭ, ଶୁଭଖବର, ଯାନ୍ତ୍ରିକତ୍ରୁଟି, ବ୍ୟବସାୟରେ ସ୍ବଳ୍ପଲାଭ, ଶରୀର ସୁସ୍ଥ, ସୁମିଷ୍ଠ ଭୋଜନ, ସନ୍ତାନ ସମସ୍ୟା, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-,  ଆରାଧନା-ମାମାଣିକେଶ୍ବରୀ

ସିଂହ: କାର୍ଯ୍ୟରେ ସଫଳ, ନୂତନ କାର୍ଯ୍ୟରେ ଲାଭ, ମାନସିକ ଶାନ୍ତି, ଅର୍ଥଲାଭ, ଦ୍ରବ୍ୟଲାଭ, ବିବାଦ ସମାଧାନ, ନୂତନ ଚୁକ୍ତି, ସମ୍ପତ୍ତିଲାଭ, କଳହ ସମାଧାନ, ଶୁଭଖବର, ପିଲାଙ୍କ ଚିନ୍ତା,  ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୨, ଆରାଧନା-ମାଭଗବତୀ

କନ୍ୟା: ଅଯଥା ବ୍ୟୟ, କାର୍ଯ୍ୟରେ ବିଳମ୍ବ, ହଠାତ୍ ଦୂରଯାତ୍ରା, ଉଚ୍ଚସ୍ଥାନରୁ ପତନ, ପୁରାତନ ମାମଲାରେ କଷ୍ଟ, ଅଳ୍ପ ଧନଲାଭ, ଶୁଭଖବର, ଦାମ୍ପତ୍ୟଖୁସି, ବିବାଦମୁକ୍ତ, ଉତ୍ତରାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-,  ଆରାଧନା-ଭଗବାନ ବିଷ୍ଣୁ

ତୁଳା: ଯାତ୍ରାରେ ସଫଳ, ସମ୍ମାନଲାଭ, ମାନସିକ ଶାନ୍ତି, ପଦବୀଲାଭ, ଗୃହେ ସହଯୋଗ, ଅର୍ଥଲାଭ, ମାମଲା ସମାଧାନ, ବ୍ୟବସାୟରେ ଲାଭ, ପୁରାତନ ବନ୍ଧୁମିଳନ, ସନ୍ତାନଖୁସି,  ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

ବିଛା: ଖୁସିଖବର, ବ୍ୟବସାୟରେ ଲାଭ, ଅର୍ଥଲାଭ, ପଦବୀଲାଭ, ଯାତ୍ରା ସଫଳ, ଆଶାପୂର୍ତ୍ତି, ସମ୍ପତ୍ତିଲାଭ, ଅଳ୍ପ ଶତ୍ରୁ ସମସ୍ୟା, ପୁରୁଣା ମାମଲା ସମାଧାନ, ବନ୍ଧୁଲାଭ, ଦାମ୍ପତ୍ୟଖୁସି, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦,  ଆରାଧନା-ପ୍ରଭୁ ନୃସିଂହ

ଧନୁ: କାର୍ଯ୍ୟରେ ବାଧା, ଅର୍ଥସମସ୍ୟା, ହେବାକାର୍ଯ୍ୟରେ ବିଳମ୍ବ, ମାନସିକ ଅଶାନ୍ତି, ବନ୍ଧୁସାହାଯ୍ୟ, ଉଚ୍ଚଆଶାରେ ବିଫଳ, ବ୍ୟବସାୟିକକଷ୍ଟ, ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ଖୁସି, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ଗୁରୁଜନଙ୍କ ସେବା

ମକର: ଅପମାନ, ଶରୀର ଅସୁସ୍ଥ, ପାରିବାରିକ ଖୁସି, ଉଚ୍ଚଆଶା ବିଫଳ, ଦେବଦର୍ଶନ, ଯାତ୍ରାରେ ସତର୍କ, ଦ୍ରବ୍ୟନଷ୍ଟ, ବ୍ୟବସାୟରେ ସ୍ବଳ୍ପଲାଭ, ଗୁରୁଜନଙ୍କ ଅାଶୀର୍ବାଦ, ବିଦ୍ୟାରେ ସଫଳ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-, ଆରାଧନା-ଲକ୍ଷ୍ମୀନାରାୟଣ

କୁମ୍ଭ: ପ୍ରୀତି ବୃଦ୍ଧି, କାର୍ଯ୍ୟ ସଫଳ, ବନ୍ଧୁଲାଭ, ଧର୍ମକାର୍ଯ୍ୟରେ ସନ୍ତୁଷ୍ଟ ପଦବୀଲାଭ, ବ୍ୟବସାୟରେ ଉନ୍ନତି, ଶରୀର ସୁସ୍ଥ, ଅର୍ଥଲାଭ, ସମ୍ପତ୍ତିକ୍ରୟ, ମାମଲାରେ ଖୁସି, ପାରିବାରିକ ଖୁସି, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-, ଆରାଧନା-ପ୍ରଭୁ ରାଧାବହ୍ଲଭ

ମୀନ: ଦ୍ରବ୍ୟଲାଭ, ପୁରାତନ ରୋଗରୁ ଉପଶମ, ବ୍ୟବସାୟରେ ଲାଭ, ଅର୍ଥସମସ୍ୟା ସମାଧାନ, ସନ୍ତାନଖୁସି, ଶତ୍ରୁପରାଜିତ, ନୂତନ ସୁଯୋଗ ପ୍ରାପ୍ତି, ଯାନବାହନ କ୍ରୟ, ଶରୀର ସୁସ୍ଥ, ଦାମ୍ପତ୍ୟଖୁସି,  ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-, ଆରାଧନା-ମାବାଟମଙ୍ଗଳା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।