ଭୁବନେଶ୍ବରରେ ଦୁର୍ଗାପୂଜା ମେଢ଼

Oct 18, 2026 - 08:09
ଭୁବନେଶ୍ବରରେ ଦୁର୍ଗାପୂଜା ମେଢ଼
Gallery

ଭୁବନେଶ୍ବରରେ ଦୁର୍ଗାପୂଜା ମେଢ଼

ଭୁବନେଶ୍ୱରରେ ଦୁର୍ଗାପୂଜା ଅବସରରେ ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ମେଢ଼, ସୁନ୍ଦର ସାଜସଜ୍ଜା ଓ ମା’ ଦୁର୍ଗାଙ୍କ ମନୋରମ ମୂର୍ତ୍ତି ଦେଖିବାକୁ ମିଳିଛି। ବିଭିନ୍ନ ଆକର୍ଷଣୀୟ ଥିମ୍‌, ଚିତ୍ତାକର୍ଷକ ଆଲୋକସଜ୍ଜା ଓ ନିଖୁଣ କଳାତ୍ମକ କାରୁକାର୍ଯ୍ୟ ମେଢ଼ଗୁଡ଼ିକର ଶୋଭାକୁ ଆହୁରି ଦ୍ୱିଗୁଣିତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)