ଭୁବନେଶ୍ବରରେ 'ଓଡ଼ିଶା ବନ୍ଦ'ର ପ୍ରଭାବ

Oct 08, 2026 - 12:37
ଭୁବନେଶ୍ବରରେ 'ଓଡ଼ିଶା ବନ୍ଦ'ର ପ୍ରଭାବ
Gallery

ଭୁବନେଶ୍ବରରେ 'ଓଡ଼ିଶା ବନ୍ଦ'ର ପ୍ରଭାବ

‘ଇଣ୍ଡି’ ମେଣ୍ଟ ଆଜି ଚାରି ଦଫା ଦାବି ନେଇ ୧୨ଘଣ୍ଟିଆ 'ଓଡ଼ିଶା ବନ୍ଦ' ଡାକରା ଦେଇଛି। ସକାଳ ୬ଟାରୁ ଏହି ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ଏହି ଆନ୍ଦୋଳନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଆନ୍ଦୋଳନରେ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଛି। ଭୁବନେଶ୍ବରରେ ଏହାର ପ୍ରଭାବ କିପରି ରହିଛି ଫଟୋ ମାଧ୍ୟମରେ ଦେଖନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)