ବଙ୍ଗୋପସାଗରରେ ବାତ୍ୟା ‘ଆକଓ୍ବାନ’, ଆନ୍ଧ୍ର ଉପକୂଳକୁ ବଡ଼ ବିପଦ

Nov 17, 2026 - 08:08
ବଙ୍ଗୋପସାଗରରେ ବାତ୍ୟା ‘ଆକଓ୍ବାନ’, ଆନ୍ଧ୍ର ଉପକୂଳକୁ ବଡ଼ ବିପଦ

ନନ୍ଦିଘୋଷ ବ୍ୟୁରୋ: ସୃଷ୍ଟି ହେଲା ବାତ୍ୟା ଆକଓ୍ବାନ। ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ଆସନ୍ତାକାଲି ଭୀଷଣ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ୧୯ ତାରିଖରେ ଅତି ଭୀଷଣ ବାତ୍ୟା ରୂପ ନେଇ ଆନ୍ଧ୍ର ଉପକୂଳ ଛୁଇଁବା ସମ୍ଭାବନା ରହିଛି । ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରର ୟାନମ୍ ଉପକୂଳ ନେଲୋର ଏବଂ ଟୁନି ମଧ୍ୟରେ ଲ୍ୟାଣ୍ଡ ଫଲ କରିବ ବାତ୍ୟା । ଏହି ସମୟରେ ପବନର ବେଗ ୧୨୦ରୁ ୧୩୦ କିଲୋମିଟର ଓ ଝଟକା ପବନ ୧୪୫ କିଲୋମିଟର ଛୁଇଁପାରେ ବୋଲି ଆକଳନ କରିଛି IMD । ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଅତିକ୍ରମ କରୁଛି ବାତ୍ୟା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)