ଫଟୋରେ ଦେଖନ୍ତୁ 'ଜାତୀୟ କଣ୍ଢେଇ ନାଟ ଉତ୍ସବ'

Nov 27, 2026 - 21:02
ଫଟୋରେ ଦେଖନ୍ତୁ 'ଜାତୀୟ କଣ୍ଢେଇ ନାଟ ଉତ୍ସବ'
Gallery

ଫଟୋରେ ଦେଖନ୍ତୁ 'ଜାତୀୟ କଣ୍ଢେଇ ନାଟ ଉତ୍ସବ'

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଦୁଇଦିନିଆ 'ଜାତୀୟ କଣ୍ଢେଇ ନାଟ ଉତ୍ସବ' ଶୁକ୍ରବାର ଦିନ ଆରମ୍ଭ ହୋଇଯାଇଛି। ଏହି କଣ୍ଢେଇ ନାଟ ଉତ୍ସବର ଉଦ୍‌ଘାଟନୀ ଅବସରରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)